fbpx

ଗ୍ରାମୀଣ-ସହରାଞ୍ଚଳ ବେକାର ଯୁବକ-ଯୁବତୀଙ୍କୁ ମିଳିବ ସୁଧମୁକ୍ତ ୧ ଲକ୍ଷର ଋଣ

ଭୁବନେଶ୍ୱର: ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ମିଳିବ ଋଣ । ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ମିଳିବ ସୁଧମୁକ୍ତ ୧ ଲକ୍ଷର ଋଣ । ଋଣ ପାଇଁ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିବ । ଋଣ ପରିଶୋଧ ସମୟ ୪ ବର୍ଷ ରହିବ, ପ୍ରୋସେସିଂ ଫି’ ପଡ଼ିବ ନାହିଁ ।

 

Get real time updates directly on you device, subscribe now.