fbpx
BSKY SKY
BSKY SKY

ସବ୍ୟସାଚୀଙ୍କ ବର ବେଶ ଓ ଅର୍ଚ୍ଚିତା ଙ୍କ କନ୍ୟା ବେଶ ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ

BSKY

ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଓଲିଉଡର ଦୁଇ ହିଟ୍ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତାକୁ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ସବୁଆଡ଼େ ବେଶ ଚର୍ଚ୍ଚା । ବିବାହ ପୂର୍ବରୁ ଏହି ତାରକା ଦ୍ୱୟ ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ  ହୋଇଛନ୍ତି । ଏହି ଫଟୋକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.