fbpx

୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର ସୁଲିନ, ଦେଖନ୍ତୁ ଭିଡିଓ

Advertisement

ସମ୍ବଲପୁର(ଓଡ଼ିଶା ଭାସ୍କର): ବୟସ ମାତ୍ର ସାଢେ ତିନି ବର୍ଷ ହେଲେ ମୁଣ୍ଡରେ ଭରିରହିଛି ଅସାଧାରଣ ଜ୍ଞାନ । ସେ ହେଉଛନ୍ତି ସମ୍ବଲପୁରର ସୁଲିନ ସଂକଳ୍ପ ଦାସ । ବିୟସ ହିସାବରେ ତାଙ୍କ ବୁଦ୍ଧିକୁ ଆକଳନ କରିବା ଭଳି ଭୁଲ କରନ୍ତୁନି । କାରଣ ମାତ୍ର ତିନି ବର୍ଷରୁ ସେ ଇଣ୍ଡିଆ ବୁକ ଅଫ ରେକର୍ଡର ସାର୍ଟିଫିକେଟ ହାସଲ କରିଛନ୍ତି । ବୟସ କମ୍ କିନ୍ତୁ ହେଲେ ପାଖରେ ଅଛି ଅସାଧାରଣ ସ୍ମରଣ ଶକ୍ତି ଯାହାକି ତାଙ୍କ ବୟସକୁ ପଛରେ ପକାଇ ଗୋଟେ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ଅଧିକ ଜାଣିବା ପାଇଁ ଦେଖନ୍ତୁ ପୁରା ଭିଡିଓ ।

Get real time updates directly on you device, subscribe now.