fbpx

ସମ୍ବଲପୁର ଆଇଆଇଏମ ସଟଡ଼ାଉନ

ସମ୍ବଲପୁର, ୧୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସମ୍ବଲପୁର ଆଇଆଇଏମ ସଟଡ଼ାଉନ ରଖିବାକୁ ଘୋଷଣା ହୋଇଛି । ଆଗାମୀ ୧୯ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ସଟଡାଉନ ସମୟରେ ଘରେ ରହି କର୍ମଚାରୀମାନେ କାମ କରିବେ । ଇମେଲ ଓ ମୋବାଇଲ ମାଧ୍ୟମରେ କର୍ମଚାରିମାନେ ଯୋଗାଯୋଗରେ ରହିବେ ।

Get real time updates directly on you device, subscribe now.