ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି, ସମ୍ବିତ ପାତ୍ର ସାମିଲ

ଭୁବନେଶ୍ବର: ସମ୍ବିତ ପାତ୍ର ହେଲେ ପ୍ରେସ କାଉନସିଲର ସଦସ୍ୟ । ନରେ ଗଣପତ ମାସକେ ଏବଂ କାଳୀଚରଣ ମୁଣ୍ଡା ସଦସ୍ୟରେ ରହିଛନ୍ତି ।

ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୩ ସାଂସଦଙ୍କୁ ନିଯୁକ୍ତି ଦେଲେ ଲୋକସଭା ବାଚସ୍ପତି ।

୩ ଜଣିଆ ସଦସ୍ୟରେ ରହିଛନ୍ତି ସାଂସଦ ସମ୍ବିତ ପାତ୍ର ।