fbpx

Samsung Galaxy Z Flip 6 ହେଲା ଲଞ୍ଚ, ଏହାର Galaxy AI ଫିଚର୍ସ ଏବଂ ଡିଜାଇନ ବଦଳାଇଦେବ ମୋବାଇଲ ଏକ୍ସପେରିଏନ୍ସ

ନୂଆଦିଲ୍ଲୀ: ସାମସଙ୍ଗ ଆଜି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ କରାଯାଇଥିବା ନିଜର ଏକ ଇଭେଣ୍ଟରେ ନିଜର ନୂଆ ଫ୍ଲିପ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Samsung Galaxy Z Flip 6 । ଏହି ଫୋନରେ କମ୍ପାନୀ ଷ୍ଟ୍ରଙ୍ଗ ହିଞ୍ଜ, ଅନେକ Galaxy AI ଫିଚର୍ସ ସହ ଅନେକ ଅନ୍ୟ ଫିଚର୍ସ ମଧ୍ୟ ଦେଇଛି । ଏହି ଡିଭାଇର ମୂଲ୍ୟ ୧୦୯୯ ୟୁଏସ ଡଲାର ଅଟେ ।

ଏହି ଫୋନରେ ଦୁଇଟି ସ୍କ୍ରିନ ଦିଆଯାଇଛି । ଏଥିରେ ପ୍ରଥମ ଅର୍ଥାତ ଫୋଲ୍ଡିଂ ଡସ୍ପେ୍ଲ ୬.୭ ଇଞ୍ଚର FHD+ Dyanmic AMOlED 2X ପ୍ୟାନେଲ, ଇନଫିନିଟୀ ଫ୍ଲେକ୍ସ ଡିସପ୍ଲେ, 2640×1080 ପିକ୍ସେଲ ରେଜୋଲୁସନ ଏବଂ .. ଆକ୍ଟିଭ ରିଫ୍ରେସ ରେଟ ଦିଆଯାଇଛି ।

ଏହି ଫୋନରେ ଦ୍ୱିତୀୟ ଡିସପ୍ଲେକୁ କଭର ଡିସପ୍ଲେ କୁହନ୍ତି । ଏଥିରେ ୩.୪ ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ, .. ରିଜୋଲୁସନ ଏବଂ .. ରିଫ୍ରେସ ରେଟ ଦିଆଯାଇଛି ।

ଏହି ଫୋନରେ ପ୍ରୋସେସର ପାଇଁ .. ଚିପସେଟ ଦିଆଯାଇଛି, ଯାହା ଅନେକ ସାରା ଲାଟେଷ୍ଟ ଇନୋଭେଟିଭ ଫିଚର୍ସ ସହ ଆସିଥାଏ । ଏହା ଏକ ଶକ୍ତିଶାଳୀ ପ୍ରୋସେସର ।

ଏହି ଫୋନରେ .. ବେସଡ .. ଉପରେ କାମ କରିଥାଏ । ଏହି ଫୋନରେ କମ୍ପାନୀ ୭ ବର୍ଷ ପର୍ଯ୍ୟନ୍ତ ଅପଡେଟ୍ସ ଦିଆଯାଇଛି ।

ଏହି ଫୋନକୁ କମ୍ପାନୀ ଦୁଇଟି ଭାରିଏଣ୍ଟରେ ଲଞ୍ଚ କରିଛି, ଯାହା କିଛି ଏହିଭଳି ଅଟେ ।

-୧୨ଜିବି + ୨୫୬ ଜିବି
-୧୨ଜିବି+ ୫୧୨ଜିବି

ଏହି ଫୋନର ପଛରେ ଦୁଇଟି କ୍ୟାମେରା ଦିଆଯାଇଛି । ମେନ କ୍ୟାମେରା ୫୦ଏମପିର ୱାଇଡ ଆଙ୍ଗଲ ଲେନ୍ସ ଏବଂ .. ସପୋର୍ଟ ସହ ଆସିଥାଏ, ଯାହାର ଅପ୍ରେଚର .. ଅଟେ ।

ଏହି ଫୋନର ଦ୍ୱିତୀୟ କ୍ୟାମେରା ୧୨ ଏମପିର ଅଲ୍ଟ୍ରାୱାଇଡ ଆଙ୍ଗେଲ ଲେନ୍ସ ସହ ଆସିଥାଏ । ଯାହାର ଆପ୍ରେର୍ଚର .. ଅଟେ ।

ଫ୍ରଣ୍ଟ କ୍ୟାମେରା ୧୦ ଏମପିର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି, ଯାହା .. ଆପ୍ରେର୍ଚର ରେଟ ସହ ଆସିଥାଏ ।

Get real time updates directly on you device, subscribe now.