fbpx

ବିଧାନସଭାରେ ସଂକଳ୍ପ ପାରିତ, ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ୫୦ ପ୍ରତିଶତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ୫୦ ପ୍ରତିଶତ ନେଇ ସଂକଳ୍ପ ପାରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ସଂକଳ୍ପ ଆଗତ କରିଥିଲେ । ସଂକଳ୍ପକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ପଠାଇବେ ସରକାର ।

Get real time updates directly on you device, subscribe now.