fbpx

ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା, ୩୦ ଜିଲ୍ଲାରେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ହେବେ ଉପକୃତ

Advertisement

ଓଡିଶା ଭାସ୍କର: ସ୍କୁଲ ପହଞ୍ଚି ପାରୁ ନଥିବା ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରିବେ ମୋହନ ସରକାର । ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବ । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇବ । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ଲାଗୁ କରିବ । ସେଥିପାଇଁ ଓସେପା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା

Get real time updates directly on you device, subscribe now.