fbpx

ସ୍କୁଲ କଲେଜକୁ ମିଳିବ ଜମି ପଟ୍ଟା: ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲ ଓ କଲେଜକୁ ମିଳିବ ଜମିପଟ୍ଟା । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଜାରି ରହିଛି ପ୍ରକ୍ରିୟା । ତେବେ ଜମିଜମା ସମସ୍ୟା ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଯିବାପରେ, ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହିସବୁ ଅନୁଷ୍ଠାନକୁ ଜମିପଟ୍ଟା ଦିଆଯିବ । ଏନେଇ ରାଜସ୍ୱ ବିଭାଗ ସଚିବ ବିଭିନ୍ନ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.