fbpx

ରାଜ୍ୟରେ ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ ନୂଆ ଟାଇମ୍

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ରାଜ୍ୟରେ ସକାଳୁଆ ସ୍କୁଲ ନେଇ ବଦଳିଛି ପୂର୍ବ ନିର୍ଦ୍ଧାରିତ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ କ୍ଳାସ ହେବ । ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ପାଠପଢା ହେବ । ସ୍କୁଲ ସମୟ ବଦଳିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.