fbpx

ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି

ଜମ୍ମୁ-କାଶ୍ମୀର,୧୧/୬ : ଆଜି ପୁଣି ଥରେ ଜମ୍ମୁ-କାଶ୍ମୀର ସ୍ଥିତ ବଡ଼ଗାଁଓରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିିିଛି।କୌଣସି ମୃତାହତର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ସେଠାରେ ଆଉ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି। ଉଲ୍ଲେଖ ଯୋଗ୍ୟ ଯେ ଗତ ୪ ଦିନରେ ଟଳିଲେଣି ୧୪ ଆତଙ୍କବାଦୀ । ଏଥିସହିତ ଜମ୍ମୁ ଓ କାଶ୍ମୀରରେ ସେନା ସଜାଗ ରହିିିଛନ୍ତି।

Get real time updates directly on you device, subscribe now.