fbpx

କିପରି ଦେଖାଯିବ ରାମ ମନ୍ଦିର, ଦେଖନ୍ତୁ ଏହାର କିଛି ଝଲକ

ଅଯୋଧ୍ୟା, ୫ା୮: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ ଆଜି ହୋଇଛି । ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସେଠାରେ ରୂପା ଇଟା ପୋତି ଶିଳାନ୍ୟାସ କରାଯାଇଛି । ହେଲେ ରାମ ମନ୍ଦିର କିପରି ହେବ ଓ ଏହା ଗଢ଼ାଯିବା ପରେ କିପରି ଦେଖାଯିବ ସେନେଇ ଲୋକମାନେ ଜାଣିବ ପାଇଁ ବେଶ ଇଚ୍ଛୁକ ଅଛନ୍ତି । ତେବେ ଦେଖନ୍ତୁ ରାମ ମନ୍ଦିର ଗଢ଼ା ଯିବା ପରେ କିପରି ଦେଖାଯିବ ।

Get real time updates directly on you device, subscribe now.