BREAKING: ରାଜଧାନୀରୁ ସିନ୍ଥେଟିକ ଡ୍ରଗ୍ସ ଜବତ, ଯୁବକ ଗିରଫ

ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱର: ରାଜଧାନୀରୁ ସିନ୍ଥେଟିକ୍ ଡ୍ରଗ୍ସ ଠାବ। ୨୩ ବର୍ଷିୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ।

ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ଏନସିବି।

ଏହି ସିନ୍ଥେଟିକ୍ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୬ ହଜାର ଟଙ୍କା ହେବ।

ଏହା କେଉଁଠୁ ଆସିଥିଲା, କିଏ ଏହି ଡ୍ରଗ୍ସ ଯୁବକଙ୍କ ପାଖକୁ ପଠାଇଛି ସେନେଇ ତଦନ୍ତ କରୁଛି ଏନସିବି।