fbpx

ସେକ୍ସ ରାକେଟ୍ ଠାବ: ଭଡ଼ାଘରୁ ରାଣୀ ମହୁମାଛି ସହ ୪ ଉଦ୍ଧାର

ଭଦ୍ରକ, ୨୧ା୨ (ଓଡିଶା ଭାସ୍କର): ଭଦ୍ରକରେ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ କରାଯାଇଛି । ଭଦ୍ରକ ଜିଲ୍ଲାର ଡଗମୁଣ୍ଡ ଅଞ୍ଚଳର ଏକ ଭଡ଼ାଘରେ ଏହି ରାକେଟ୍ ଚାଲୁଥିବା ଜଣାପଡ଼ିଛି । ପୋଲିସକୁ ଖବର ମିଳିବା ପରେ ସଙ୍ଗେସଙ୍ଗେ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା । ଭଡ଼ାଘରୁ ରାଣୀ ମହୁମାଛି ସହ ୪ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏନେଇ ଦୁଇ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ରାକେଟରେ ସାମିଲ ଥିବା ରାଣୀ ମହୁମାଛି ଜଣେ ପୂର୍ବତନ ହେମଗାର୍ଡ ବୋଲି ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.