ହୋଟେଲରେ ଚାଲିଥିଲା SEX RACKET, 10 ଦେହଜୀବୀଙ୍କ ସହ 3 ଗ୍ରାହକ, 6 ଦଲାଲ

ମେରାଇନ ଥାନା ତାଳସାରିର ଏକ ହୋଟେଲରେ ସେକ୍ସ୍ ରାକେଟ୍ ଚାଲିଥିବା ବେଳେ ପୋଲିସର ଚଢାଉ । 10 ଜଣ ଦେହଜୀବୀ, 6 ଦଲାଲ ଓ 3 ଗ୍ରାହକ ଧରାପଡ଼ିଛନ୍ତି ।

ଜଳେଶ୍ବର: ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍, ରେଡ୍ ବେଳେ ଧରାପଡ଼ିଲା । ମେରାଇନ ଥାନା ତାଳସାରିର ଏକ ହୋଟେଲରେ ସେକ୍ସ୍ ରାକେଟ୍ ଚାଲିଥିବା ବେଳେ ପୋଲିସର ଚଢାଉ । 10 ଜଣ ଦେହଜୀବୀ, 6 ଦଲାଲ ଓ 3 ଗ୍ରାହକ ଧରାପଡ଼ିଛନ୍ତି । ଦୀର୍ଘଦିନ ଧରି ହୋଟେଲରେ ସେକ୍ସ ର୍ୟାକେଟ ଚାଲିଥିଲା ନେଇ ସୂଚନା ମିଳିଛି।