fbpx

ସପ୍ତାହନ୍ତା ସଟଡାଉନରେ ମିଳିବ ଘଣ୍ଟାଏ କୋହଳ

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ଅସନ୍ତା କଲିଠାରୁ ଆରମ୍ଭ ହେଉଛି ସପ୍ତାହନ୍ତା ସଟଡାଉନ୍ । ଶନିବାର ଓ ରବିବାର ସମସ୍ତ ସହର ସଟଡାଉନ୍ । ଏହି ଦୁଇ ଦିନ ମିଳିବ ଘଣ୍ଟାଏ ଲେଖାଏଁ କୋହଳ । ସକାଳ ୫ ଟାରୁ ୬ଟା ଘଣ୍ଟାଏ ଲେଖାଏଁ କୋହଳ ମିଳିବ । ମର୍ଣ୍ଣିଂ ୱାର୍କ ଓ ସାଇକ୍ଲିଂ କରୁଥିବା ଲୋକଙ୍କ ପାଇଁ ଘଣ୍ଟାଏ ଲେଖାଏଁ କୋହଳ କରାଯିବ । ଲୋକମାନଙ୍କ ଅନୁରୋଧକୁ ରକ୍ଷା କରି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସପ୍ତାହନ୍ତା ସଟଡାଉନ୍ ନେଇ ସ୍ପଷ୍ଟ କଲେ SRC । ସୋମବାର ସକାଳ ୫ଟା ଯାଏ ରହିବ ଏହି ସଟଡାଉନ୍ ।

Get real time updates directly on you device, subscribe now.