fbpx
BJD SKY
BJD SKY

ଜାଡ଼ରେ ଥରୁଛି ଓଡ଼ିଶା: ଦାରିଙ୍ଗିବାଡ଼ିରେ ତୁଷାରପାତ

BJD

ବାଲିଗୁଡ଼ା(ଓଡ଼ିଶା ଭାସ୍କର): ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ଶୀତ ଲହରି ଜାରି ରହିଛି । ଆଜି ଦାରିଙ୍ଗିବାଡ଼ିର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ୨ ଦିନ ଧରି ପ୍ରବଳ ଜାଡ଼ ସହ ଏଠାରେ ତୁଷାରପାତ ଲାଗି ରହିଛି । ଦାରିଙ୍ଗିବାଡ଼ିର ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀର ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ କନ୍ଧମାଳରେ ମଧ୍ୟ ପ୍ରବଳ ଜାଡ଼ ଲାଗି ରହିଛି ।

 

Get real time updates directly on you device, subscribe now.