fbpx

‘ସାରସ୍ୱତର ବହୁତ୍ ବଡ଼ ଗାଡ଼ି, ମୁଁ ସେଥିରେ ବୁଲିବି’- ସୌମ୍ୟଙ୍କୁ ଏପରି କହିଥିଲେ ସୋନାଲି; ଅଡିଓ କଲ୍ ରୁ ହେଲା ଖୁଲାସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ପଛର ଗୁମର ଧୀରେ ଧୀରେ ସାମନାକୁ ଆସିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଅଡିଓ କଲ୍ ଏବେ ତାଜୁବ୍ କରୁଛି । ତେବେ ଆତ୍ମହତ୍ୟା ପୂର୍ବରୁ ସୋନାଲିଙ୍କ ମାଆଙ୍କ ସହିତ ସୌମ୍ୟ କଥା ହୋଇଥିଲେ ଓ ସୋନାଲି ତାଙ୍କୁ ଧୋକା ଦେଉଥିବା ସେ କହିଥିଲେ । ସୋନାଲି ତାଙ୍କୁ କିପରି ମିଛ କଥା କହି ସାରସ୍ୱତ ସହିତ ବୁଲିବାକୁ ଯାଉଥିଲେ ସେ ସମ୍ପର୍କରେ ମଧ୍ୟ କହିଛନ୍ତି ସୌମ୍ୟ । ଶୁଣନ୍ତୁ ପୂରା ଅଡିଓ କଲ୍ ।

Get real time updates directly on you device, subscribe now.