fbpx

ପାକିସ୍ତାନରେ ଆଉ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ, ‘ଜିହାଦୀ ଗୁରୁ’ ନାମରେ ଥିଲେ ପ୍ରସିଦ୍ଧ

ଇସଲାମାବାଦ: ପାକିସ୍ତାନରେ ଆଉ ଜଣେ ଆତଙ୍କବାଦୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଲସ୍କରର ଆତଙ୍କବାଦୀ ଅବଦୁଲ୍ଲାହ ଶାହୀନଙ୍କୁ ଏକ ଅଜ୍ଞାତ ଗାଡ଼ି ଧକ୍କା ଦେଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘିଟିଛି । ଏହି ଘଟଣା କସୁର ଅଞ୍ଚଳରେ ହୋଇଛି । ଅବଦୁଲ୍ଲା ଶାହୀନ ‘ଜିହାଦୀ ଗୁରୁ’ ନାମରେ ଜଣାଶୁଣା ।

Get real time updates directly on you device, subscribe now.