• Likes
  • Followers
  • Subscribers
  • Followers
  • Android App
  • Friday, September 5, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ରାଜ୍ୟ ସମବାୟ ବ୍ୟାଙ୍କର ବିଶେଷ ସୂଚନା: ଗତ ଦୁଇ ବର୍ଷ ଧରି ବ୍ୟବହୃତ ହେଉ ନଥିବା ଆକାଉଣ୍ଟକୁ ବିନା ସୂଚନାରେ ଅଚଳ କରି ଦିଆଯିବ

ରାଜ୍ୟ ସମବାୟ ବ୍ୟାଙ୍କର ବିଶେଷ ସୂଚନା: ଗତ ଦୁଇ ବର୍ଷ ଧରି ବ୍ୟବହୃତ ହେଉ ନଥିବା ଆକାଉଣ୍ଟକୁ ବିନା ସୂଚନାରେ ଅଚଳ କରି ଦିଆଯିବ

By Manas Pradhan Last updated Aug 21, 2024 at 10:55 AM
State Coperative Bank notice
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ ନିୟମ ବାବଦରେ ଅପଡେଟ୍ ରହିବା ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ନିହାତି ଜରୁରୀ । ଅନେକ ସମୟରେ ଏହି ନିୟମ ବାବଦରେ ଅବଗତ ନଥିବାରୁ ଅନେକ ଗ୍ରାହକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଅନେକ ଲୋଭନୀୟ ଯୋଜନାର ଫାଇଦା ମଧ୍ୟ ଗ୍ରାହକମାନେ ଉଠାଇ ପାରିନଥାନ୍ତି । ଜନସାଧାରଣଙ୍କୁ ବ୍ୟାଙ୍କିଂ ନିୟମ ବାବଦରେ ଅବଗତ କରାଇବା ଓ ଠକାମିରୁ ବର୍ତ୍ତିବା ପାଇଁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥାଏ ।

ତେବେ ଏହା ମଧ୍ୟରେ ଆରବିଆଇର ନିୟମାବଳୀକୁ ନେଇ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିଃ ପକ୍ଷରୁ ଏକ ବିଶେଷ ସୂଚନା ଜାରି କରାଯାଇଛି । ଆରବିଆଇ ନିର୍ଦ୍ଦେଶାବଳୀ ମୁତାବକ, ଗ୍ରାହକମାନେ ଯେବେଠାରୁ ବ୍ୟାଙ୍କିଂ କରୁଥାନ୍ତୁ ନା କାହିଁକି ବ୍ୟାଙ୍କର ସମସ୍ତ ପୂର୍ତ୍ତି କରିବା ପାଇଁ ପରିଚୟ ପ୍ରମାଣ, ଠିକଣା ପ୍ରମାଣ କରୁଥିବା କାଗଜପତ୍ର ସହ ଫଟୋ ଜରୁରୀ । ତେଣୁ ପରିଚୟ ପ୍ରମାଣପତ୍ର ଓ ସାମ୍ପ୍ରତିକ ଠିକଣା ସ୍ଥାପନ କରୁଥିବା କାଗଜ ସହ ଏବେକାର ଦୁଇଟି ପାସପୋର୍ଟ ଜମା କରିନଥିବା ଗ୍ରାହକମାନେ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ସମ୍ପୃକ୍ତ ଶାଖା ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଅତଏବ, ଯଦି ସେଭିଙ୍ଗସ ବା କରେଣ୍ଟ ଆକାଉର୍ଟ ଗତ ୨୪ ମାସ ଧରି ବ୍ୟବହୃତ ହେଉନଥିବ ବା ପୂର୍ତ୍ତି ହୋଇନଥିବ, ତେବେ କୌଣସି ସୂଚନା ନଦେଇ ଉକ୍ତ ଆକାଉଣ୍ଟକୁ ଅଚଳ କରିଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସମସ୍ତ ଗ୍ରାହକଙ୍କ ପାଇଁ ବିଶେଷ ସୂଚନା ଜାରି କରାଯାଇଛି ।

ଆହୁରି ପଢନ୍ତୁ

ବିଜେଡ଼ିରେ ବଡ଼ ପରିବର୍ତ୍ତନ, ସୁପ୍ରିମୋ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋହନ, କଲେ ବଡ଼…

Share

Prev Post

(Video): ମସ୍ତିଷ୍କାଘାତରେ ପୀଡିତା ହେବେ ‘KBC-16’ ବିଜେତା, ଦେଇସାରିଛନ୍ତି ୧୪ ଟି ପ୍ରଶ୍ନର ଉତ୍ତର, ୧୫ ତମ ପ୍ରଶ୍ନର ଉତ୍ତର ଦେଇ ରଚିବେ ଇତିହାସ

Next Post

(Video): ମଝି ରାସ୍ତାରେ କାଦୁଅରେ ଗାଧୋଇଲେ CPI ନେତା, ସାମ୍ନାକୁ ଆସିଲା ଏହି ବଡ଼ କାରଣ

You might also like More from author
Breaking News

ବିଜେଡ଼ିରେ ବଡ଼ ପରିବର୍ତ୍ତନ, ସୁପ୍ରିମୋ ଖେଳିଲେ ସୁପ୍ରିମ ଗେମ୍…

Breaking News

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋହନ, କଲେ ବଡ଼ ଆଲୋଚନା…

Asia Cup

ଟିମ୍ ଇଣ୍ଡିଆରୁ ଏ 11 ଖେଳିବେ ଏସିଆ କପ, ପ୍ଲେଇଂ ଇଲେଭେନରୁ ବାଦ୍ ପଡିବେ 4 ଦୁର୍ଦ୍ଦଶ ଖେଳାଳି,…

Featured

ସତର୍କ ଘଣ୍ଟି! ବିବାହିତ ପୁରୁଷ ଆଦୌ କରନ୍ତୁନି ଏହି ୫ଟି କାମ, ବର୍ବାଦ ହୋଇଯିବ ଜୀବନ, ଭଗବାନ ବି…

Featured

Video: ‘ବେବି ଡଲ’ଙ୍କ ନୂଆ ଅବତାର, ହାତରେ ରହିଛି ବିୟର, ଭିଡ଼ିଓ ଦେଖି ଫ୍ୟାନ୍ସ…

Top Stories

ବଡ଼ ଡିଜିଟାଲ ଷ୍ଟ୍ରାଇକ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ସମେତ ୨୬ଟି ଆପ୍ ବ୍ୟାନ୍!

Prev Next
Odisha Bhaskar

Recent Posts

ବିଜେଡ଼ିରେ ବଡ଼ ପରିବର୍ତ୍ତନ, ସୁପ୍ରିମୋ…

କାହିଁକି ଡିପ୍ରେସନକୁ ଚାଲିଯାଆନ୍ତି ଲୋକେ,…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋହନ, କଲେ ବଡ଼…

ଟିମ୍ ଇଣ୍ଡିଆରୁ ଏ 11 ଖେଳିବେ ଏସିଆ କପ,…

ସତର୍କ ଘଣ୍ଟି! ବିବାହିତ ପୁରୁଷ ଆଦୌ କରନ୍ତୁନି…

Video: ‘ବେବି ଡଲ’ଙ୍କ ନୂଆ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବିଜେଡ଼ିରେ ବଡ଼ ପରିବର୍ତ୍ତନ, ସୁପ୍ରିମୋ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋହନ, କଲେ ବଡ଼…

ଟିମ୍ ଇଣ୍ଡିଆରୁ ଏ 11 ଖେଳିବେ ଏସିଆ କପ,…

ସତର୍କ ଘଣ୍ଟି! ବିବାହିତ ପୁରୁଷ ଆଦୌ କରନ୍ତୁନି…

Prev Next 1 of 28,250
© 2025 - TK Digital All Rights Reserved.