fbpx
BSKY SKY
BSKY SKY

ରାଜ୍ୟରେ ଦୈନିକ ୭୦ ହଜାର ଟେଷ୍ଟିଂ ଲକ୍ଷ୍ୟ: ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

BSKY

ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟିଂ ୭୦ ହଜାରକୁ ବୃଦ୍ଧି ପାଇଁ ଲକ୍ଷ୍ୟ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଏସସି । ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।

ଓମିକ୍ରନ ସଂକ୍ରମଣ ହାର ଅଧିକ ରହୁଥିବାରୁ ଶୀଘ୍ର ଟିକା ନେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ୨୦୨୨ ଜାନୁଆରି ୧୫ ସୁଦ୍ଧା ରାଜ୍ୟରେ ୧୦୦ % ଟିକାକରଣ କରିବାକୁ ନିର୍ଦ୍ଦେଶ । ଗ୍ରାମୱାରୀ ଟିକାକରଣ ସୂଚୀ ଆଗୁଆ ଗାଁ ଗୁଡ଼ିକୁ ଜଣାଇବାକୁ ନିର୍ଦ୍ଦେଶ । ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀ, ଟିକାକରଣ ଟିମ୍ କୁ ନିର୍ଦ୍ଦେଶ ଦେଳେ ଏସସି । ବ୍ଲକ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ବି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଏବେ ଯାଏ ୯୯.୮% କର୍ମୀ ଏବଂ ଆଗଧାଡ଼ିର କର୍ମୀ ଟିକା ନେଲେଣି । ୮୮.୨% ପ୍ରଥମ ଡୋଜ ଏବଂ ୮୬% ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।

Get real time updates directly on you device, subscribe now.