fbpx

ସୁମିତ ମୋତେ ପଇସା ଯାଚିଥିଲେ: ସ୍ୱାମୀ ଉଭାନ ହେବା ପରେ କାନ୍ଦି କାନ୍ଦି କହିଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଏବଂ ତପସ୍ୱିନୀ ଦାସ ମାମଲା ଏବେ ନୂଆ ମୋଡ ନେବାକୁ ଲାଗିଛି । ଡାକ୍ତର ବାବୁ ୮ ଦିନିଆ ଛୁଟି ଆବେଦନ କରି ଅନ୍ତର୍ଦ୍ଧାନ ହୋଇଯିବା ପରେ ଏହାକୁ ନେଇ କାନ୍ଦି କାନ୍ଦି ଗୁହାରି କରିଛନ୍ତି ତପସ୍ୱିନୀ । ଗତକାଲି କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ସୁମିତ ତାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏପରିକି ସେ ତାଙ୍କୁ ପଇସା ମଧ୍ୟ ଯାଚିଥିଲେ ।

ତପସ୍ୱିନୀ ପଇସା ଗ୍ରହଣ କରିବାକୁ ମନା ମଧ୍ୟ କରି ଦେଇଥିଲେ । ତେବେ ଏହାପର ଠାରୁ ସୁମିତଙ୍କ ଆଚରଣରେ ପରିବର୍ତ୍ତନ ମଧ୍ୟ ଆସିଥିଲା । ସୁମିତ ଫେରାର ହେବାକୁ ଚେଷ୍ଟା କରୁଥିଲେ ହେଁ ସେ ତାଙ୍କୁ ଗୋଡେ ଗୋଡେ ଯଗିଥିଲେ । ତେବେ ଶେଷରେ ଛୁଟି ଦରଖାସ୍ତ ଦେଇ ସୁମିତ ଫେରାର ହୋଇଥିବା କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.