ସୁନ୍ଦରଗଡ଼: ଲାଞ୍ଚୁଆ ଫାର୍ମାସିଷ୍ଟଙ୍କୁ ମିଳିଛି ଜେଲଦଣ୍ଡ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡରେ। ଗୁରୁଣ୍ଡିଆର ପୂର୍ବତନ ଫାର୍ମାସିଷ୍ଟ ସନତ କୁମାର ମହାନ୍ତି ଜଣେ ରୋଗୀଙ୍କ ଠାରୁ 12 ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ।
ଆଜି 2 ବର୍ଷ ପରେ ତାଙ୍କୁ ଜେଲଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଗୁରୁଣ୍ଡିଆରେ କାର୍ଯ୍ୟରତ ସମୟରେ ତାଙ୍କ ପାଖକୁ ଯେଉଁ ରୋଗୀ ଆସିଥିଲେ ସେ ତାଙ୍କ ଠାରୁ 12 ଶହ ଟଙ୍କା ଲାଞ୍ଚ ନେଉଥିଲେ। ଯେଉଁଥିପାଇଁ ଆଜି ଏଭଳି ପରିସ୍ଥିତି। ସେ ଏବେ ଖଇରତୋଲାରେ କାର୍ଯ୍ୟରତ ଅଛନ୍ତି।