fbpx

ଆସନ୍ତା ୭ଯାଏଁ ବ୍ରିଟେନକୁ ବିମାନ ମନା

ନୂଆଦିଲ୍ଲୀ,୩୦ ।୧୨: ଦେଶରେ ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ୧୩ ଆକ୍ରାନ୍ତ କେଉଁ ଅଞ୍ଚଳର ବୋଲି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହାରି ମଧ୍ୟରେ ବ୍ରିଟେନକୁ ବିମାନ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ବ୍ରିଟେନରୁ ଆସୁଥିବା ବା ଯାଉଥିବା ବିମାନ ଉପରେ ଆସନ୍ତା ଜାନୁଆରୀ ୭ ତାରିଖ ଯାଏଁ କଟକଣା ଲାଗୁହୋଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ତେବେ ର୍ପୂବରୁ ଡିସେମ୍ବର ୩୧ ଯାଏଁ ୟୁକେକୁ ବିମାନ ଚଳାଚଳ ବନ୍ଦ ଥିଲା ।

Get real time updates directly on you device, subscribe now.