ଏୟାରଟେଲ୍ ଆଣିଲା ଫେଷ୍ଟିଭାଲ୍ ଅଫର୍, ମାଗଣାରେ ମିଳିବ OTT, Google One ଷ୍ଟୋରେଜ୍, AI, କଲିଂ ଏବଂ ଡାଟା ପ୍ୟାକ୍
ନୂଆଦିଲ୍ଲୀ: ପାଖେଇ ଆସିଲାଣି ଫେଷ୍ଟିଭାଲ୍ ସିଜନ୍। ଆଉ ଫେଷ୍ଟିଭାଲ୍ ସିଜନ୍ ପାଇଁ ସବୁଠି ଆସିଲାଣି ଫେଷ୍ଟିଭାଲ୍ ଅଫର୍। ଆଗକୁ ମଧ୍ୟ ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିୟନ୍ ଡେ। ଆଉ ଏହାରି ଭିତରେ ଏୟାରଟେଲ୍ ମଧ୍ୟ ଆଣିଛି…