CHARIDHAM
Browsing Tag

App

ବଡ଼ ଡିଜିଟାଲ ଷ୍ଟ୍ରାଇକ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ସମେତ ୨୬ଟି ଆପ୍ ବ୍ୟାନ୍!

ନେପାଳ: ବଡ଼ ଡିଜିଟାଲ ଷ୍ଟ୍ରାଇକ୍। ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ସମେତ ୨୬ଟି ସୋସିଆଲ ମିଡିଆ ଆପ୍ ଉପରେ ଲାଗୁ ହେଲା ବଡ଼ ଧରଣର ଷ୍ଟ୍ରାଇକ୍। ଏହି ଦେଶରେ ଆଉ ଫେସବୁକ୍, ଏକ୍ସ, ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମ ବ୍ୟବହାର…

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ଆପ୍‌, କହିଲା କାଲି କିଛି ଅଲଗା କହିଥିଲ, ଆଜି ହଜାର ହଜାର ଲୋକଙ୍କ ମୁଣ୍ଡରୁ ଛାତ ଉଡ଼ାଇ ନେଲ

ନୂଆଦିଲ୍ଲୀ,୧ା୬: ଦିଲ୍ଲୀରେ ବସ୍ତି ଭଙ୍ଗାକୁ ନେଇ ଆମ ଆଦ୍‌ମୀ ପାର୍ଟିର ରାଜ୍ୟ ସଭାପତି ସୌରଭ ଭରଦ୍ୱାଜ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଥିଲେ,…

ଦିନେ ବିଧାନସଭାରୁ ଟେକି ଟେକି ବାହାର କରିଦିଆଯାଇଥିଲା, ଏବେ ବାଚସ୍ପତି ହୋଇ ସେହି ବିଧାନସଭା ଚଲାଇବେ

ନୂଆଦିଲ୍ଲୀ: ସମୟ କେତେବେଳେ କାହାର ବି ବଦଳି ଯାଇପାରେ। କିଏ ଭିକାରୀରୁ ରାଜା ହୋଇଯାଏ ତ ଆଉ କିଏ ରାଜାରୁ ଭିକାରୀ। ଏହିପରି ଘଟଣା ଆପଣମାନେ ଅନେକ ସମୟରେ ଦେଖିଥିବେ। ଏବେ ଠିକ୍ ସେହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି।…

ଦିଲ୍ଲୀର ଦିଲ୍ ଧଡ୍ ଧଡ୍: କିଏ ଗଢ଼ିବ ସରକାର, କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର?

ନୂଆଦିଲ୍ଲୀ: ଗ୍ରହମାନଙ୍କ ମତରେ ଆଜି ବିଜେପି ଏବଂ ଆପ୍ ଦଳ ପାଇଁ ଏକ ବିଶେଷ ଦିନ । ଆଜି ବଡ଼ ଧରଣର ପ୍ରତ୍ୟାବର୍ତ୍ତନ ଖବର ଆସିପାରେ। ରାଜନୀତି ଦୃଷ୍ଟିକୋଣରୁ ଆଗାମୀ ଦୁଇ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗ୍ରହମାନଙ୍କ…

ଦିଲ୍ଲୀ ନିର୍ବାଚନ: ବିଜେପି ସମର୍ଥକଙ୍କୁ କ’ଣ ଅପିଲ୍ କଲେ କେଜ୍ରିୱାଲ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ୨୦୨୫କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଆପ୍ ନେତା ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ବିଜେପି ସମର୍ଥକମାନଙ୍କୁ ରାଜନୀତିକୁ ବାଦ୍ ଦେଇ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେବାକୁ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ୯ ଜଣଙ୍କ ନାମ ଘୋଷଣା କରିଛି ବିଜେପି। ଏବେ ସୁଦ୍ଧା ୬୮ ଜଣଙ୍କ ନାମ ଘୋଷଣା କରିସାରିଛି ଭାରତୀୟ ଜନତା ପାର୍ଟି। ବାକି ଦୁଇଟି ଆସନରେ ବିଜେପିର ସହୟୋଗୀ ଦଳ ଜେଡିୟୁ ଓ ଏଲଜେପି…

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ମୁଣ୍ଡରେ ଚଡ଼କ, ଥାନାରେ ଦାୟର ହେଲା ୫ ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଆପ୍ ର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ଥିବା ସମୟରେ ମନି ଲଣ୍ଡ୍ରିଂ ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଇଥିଲା। କେବଳ କେଜ୍ରିଓ୍ୱାଲ…

କ୍ରାଉଡ ଫଣ୍ଡିଂ କହିଦେବ ଦିଲ୍ଲୀ ନିର୍ବାଚନ ରେଜଲ୍ଟ! ଆପକୁ ମିଳିବ କେତେ ଆସନ?

ନୂଆଦିଲ୍ଲୀ: ଦିନକୁ ଦିନ ସରଗରମ ହେଉଛି ଦିଲ୍ଲୀ ରାଜନୀତି। ବିଧାନସଭା ନିର୍ବାଚନ ପାଇଁ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ଆପ ନେତା। ଆଉ ଏହାରି ଭିତରେ ମନୀଷ ସିସୋଦିଆ ଏପରି ଏକ କଥା କହିଛନ୍ତି ଯାହା ଲୋକଙ୍କୁ ଚକିତ…

ଫେଲ୍ ମାରିବ କି କେଜ୍ରିୱାଲଙ୍କ ପ୍ଲାନ୍? ଆପ୍‌କୁ ହରାଇବାକୁ କଂଗ୍ରେସର ବଡ଼ ଷଡଯନ୍ତ୍ର!

ନୂଆଦିଲ୍ଲୀ: ଶୋଇ ରହିଥିବା କଂଗ୍ରେସ ଏବେ ଚିହିଁକି ଉଠିଛି, ବିଧାନସଭା ନିର୍‌ବାଚନ ପାଇଁ ବଡ ଗୋଟି ଚଳାଇବାକୁ କସରତ ଆରମ୍ଭ କରିଛି । ସେପଟେ ଆପର ଚିନ୍ତା ବଢାଇ ଦେଇଛନ୍ତି ରାହୁଲ । ଆଉ କିଛି ଦିନ ପରେ ଦିଲ୍ଲୀରେ…

(Video) ଅଟୋ ଡ୍ରାଇଭରଙ୍କୁ ମିଳିବ ୧୦ ଲକ୍ଷର ବୀମା, ଝିଅ ବାହାଘର ପାଇଁ ୧ ଲକ୍ଷ: କେଜ୍ରିୱାଲଙ୍କ ୫ଟି ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦…