Breaking News ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ, ୫ରୁ ଉର୍ଦ୍ଧ୍ୱ ଆହତ Sasmita Jamuda Mar 26, 2024 ଓଡ଼ିଶା ଭାସ୍କର: ତିଗିରିଆ ଥାନା ଭୋଗଡ଼ା ଗାଁରେ ହୋଲି ଖେଳରୁ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ତିଗିିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।…