CHARIDHAM
Browsing Tag

Baby

ଶିଶୁ ବିକ୍ରୟ ରାକେଟର ପର୍ଦ୍ଦାଫାଶ! ୯୦,୦୦୦ ଟଙ୍କାରେ କିଣି ୩୫ ଲକ୍ଷରେ ବିକୁଥିଲେ

ହାଇଦ୍ରାବାଦ: ଶିଶୁ ବିକ୍ରୟ ରାକେଟର ପର୍ଦ୍ଦାଫାଶ! ହାଇଦ୍ରାବାଦ ପୋଲିସ ସିକନ୍ଦରାବାଦର ୟୁନିଭର୍ସାଲ ସୃଷ୍ଟି ଫର୍ଟିଲିଟି ସେଣ୍ଟରରେ ଚାଲିଥିବା ଏକ ଅବୈଧ ସରୋଗେସି ଓ ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାଶ କରିଛି।…

ସନ୍ତାନ ପାଇଁ ଚିନ୍ତିତ କି? ଥରେ ଆସନ୍ତୁ ଏହି ମନ୍ଦିର, ଦୂର ହେବ ବନ୍ଧ୍ୟା ଦୋଷ

ମଧ୍ୟପ୍ରଦେଶ: ସନ୍ତାନ ପ୍ରାପ୍ତିରୁ ବଞ୍ଚିତ କି? ଥରେ ଆସନ୍ତୁ ଏହି ଚମତ୍କାରୀ ମନ୍ଦିରକୁ, ନିଶ୍ଚିତ ଭାବରେ ଆପଣଙ୍କ କୋଳ ପୂରଣ ହୋଇଯିବ। ହଁ ଆଜ୍ଞା, ମଧ୍ୟପ୍ରଦେଶ ଖାରଗୋନର ବାରୱାନି ସୀମାରେ ସତପୁରା ପର୍ବତମାଳାର…

ରିଲ୍ସ ନିଶାରେ ବାଇଆ, ଭ୍ୟୁ ପାଇଁ ବିପଦରେ ପକାଇଦେଲେ ୫ ମାସର ଶିଶୁ ଜୀବନ

ଓଡ଼ିଶାଭାସ୍କର: ଅନେକ ଲୋକ ସେମାନଙ୍କ ପିଲାମାନଙ୍କୁ ନିଜ ସୁବିଧା ଅନୁସାରେ ପାଳନ କରନ୍ତି।  କିନ୍ତୁ ସେମାନେ ପ୍ରାୟତଃ ଭୁଲିଯାଆନ୍ତି ଯେ, ଶିଶୁମାନେ ଅତ୍ୟନ୍ତ କୋମଳ। ଏପରି ପରିସ୍ଥିତିରେ ସେମାନେ ସେମାନେ ଶିଶୁକୁ…

କଳିଯୁଗର ମା’, ଗୋଟେ ପରେ ଗୋଟେ ପିଲା ଜନ୍ମ କରି ବିକ୍ରି କରୁଥିଲା, ଟଙ୍କା ଆଣି ଲାଇଭ୍ ଷ୍ଟ୍ରିମିଂରେ ଲଗାଉଥିଲା

ଚୀନ: ପ୍ରଥମେ ଦାରିଦ୍ର୍ୟତା ଆଉ ତାପରେ ଟଙ୍କା ଲୋଭ, ଜଣେ ମାଆକୁ ଏତେ ତଳକୁ ନେଇଗଲା ଯେ, ଶେଷରେ ସେ ନିଜ ଛୁଆକୁ ବିକ୍ରି କରିବା ପାଇଁ ମଧ୍ୟ ପଛାଇଲେ ନାହିଁ। ଗୋଟେ ପରେ ଗୋଟେ ପିଲା ଜନ୍ମ କରିଚାଲିଲେ। ଯେପରି ସେ…

୧୧ ମାସର ଶିଶୁକୁ ତ୍ରିଶୂଳ ପୁରାଇ ମାରିଦେଲେ! ସାମାନ୍ୟ ଝଗଡା ପାଇଁ ଚାଲିଗଲା ଗୋଟିଏ ଜୀବନ

ମହାରାଷ୍ଟ୍ର: କଥାରେ ଅଛି, କାହା ଝଗଡ଼ାରେ କେବେ ହସ୍ତକ୍ଷେପ କରିବ ନାହିଁ, ନଚେତ ନିଜେ ହିଁ ଫସିବ। ମହାରାଷ୍ଟ୍ରର ଅହମଦନଗରରୁ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଭାଇ ଏବଂ ଭାଉଜଙ୍କ ଝଗଡା ମଧ୍ୟରେ ୧୧ ମାସର…

ଆଉ ଜନ୍ମ ହେବେନି ପୁଅ, କେବଳ ଜନ୍ମ ହେବେ ଝିଅ, କାରଣ ଲୋପ ପାଉଛି Y କ୍ରୋମୋଜୋମ୍

ନୂଆଦିଲ୍ଲୀ: ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ହେବ।  ଅର୍ଥାତ୍ ଶିଶୁ  ପୁଅ ଅବା ଝିଅ ହେବ, ତାହା ପିତାମାତାଙ୍କ କ୍ରୋମୋଜୋମ ଉପରେ ନିର୍ଭର କରିଥାଏ।  ବାସ୍ତବରେ, ମହିଳାଙ୍କ ଶରୀରରେ ଦୁଇଟି ଏକ୍ସ…

ଘର ଭିତରେ ହେଲା ବିସ୍ଫୋରଣ, ମା’ ମୃତ, ଶିଶୁ ଗୁରୁତର

ଖୋର୍ଦ୍ଧା:  ଘର ଭିତରେ ବିସ୍ଫୋରଣ।  ଘରେ ଥିଲେ ମା' ଓ ଛୁଆ। ବିସ୍ଫୋରଣରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ଶିଶୁଟି ଗୁରୁତର ଅଛି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ହେଉଛି ଖୋର୍ଦ୍ଧା ବୋଲଗଡ଼ ଥାନା…

ମିଆଁମାର ଭୂକମ୍ପ, ଭଙ୍ଗା କାନ୍ଥ ତଳେ ଚାପି ହୋଇ ମଧ୍ୟ ଜୀବନ ଫେରି ପାଇଲେ ୨ ଶିଶୁ

ମିଆଁମାର: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି। ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ମିଆଁମାର ଭୂକମ୍ପରେ ମାଟିତଳେ ଜୀବିତ ଥିବା ୨ ଶିଶୁ। ଭୂକମ୍ପ ଝଟକାରେ ଛାରଖାର ହୋଇଯାଇଥିବା…

ଆଲିଆଙ୍କ ଘରକୁ ପୁଣି ଆସିବ ଖୁସି ଖବର, ଦ୍ୱିତୀୟ ସନ୍ତାନର ବାପା ହେବେ ରଣବୀର କପୁର!

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଦମ୍ପତ୍ତି ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଯିଏକି ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି, ନିଜ ପର୍ସନାଲ ଲାଇଫକୁ ନେଇ ମଧ୍ୟ ତାଠୁ ଅଧିକ…

ଅବିବେକୀ ତାନ୍ତ୍ରିକ, ୬ମାସର ଶିଶୁକୁ ନିଆଁରେ ଓଲଟା ଟଙ୍ଗାଇ ଦେଲା, ପିଲାର ଆଖି ଫୁଟିଗଲା

ମଧ୍ୟପ୍ରଦେଶ: ଏବେବି ସମାଜରେ ବଞ୍ଚି ରହିଛି ଝଡ଼ା ଫୁଙ୍କା ଗୁଣି ଗାରେଡ଼ି। ଆଉ ଏହି ଗୁଣି ଗାରେଡିର କରୁଣ ପରିଣତି ଗୋଟେ ୬ ମାସର ଶିଶୁକୁ ନିଆଁରେ ଓଲଟା ଟଙ୍ଗାଇଦେଲା ତାନ୍ତ୍ରିକ। ଯେଉଁଥିରେ ଶିଶୁଟିର ଆଖି ଫୁଟିଯିବା ସହ…