ବମ୍ରେ ଉଡ଼ିଯିବ ମୁମ୍ବାଇ ବିମାନବନ୍ଦର, ଆସିଲା ଧମକପୂର୍ଣ୍ଣ କଲ୍… ପାରୁଛ ଯଦି ଜୀବନ ବଞ୍ଚାଅ
ମୁମ୍ବାଇ: ବମ୍ରେ ଉଡ଼ିଯିବ ବିମାନ ବନ୍ଦର। ଏଭଳି ଧମକ ମିଳିଛି ମୁମ୍ବାଇ ବିମାନବନ୍ଦରକୁ। ବିମାନବନ୍ଦରକୁ ବମ୍ରେ ଉଡ଼ାଇ ଦେବା ପାଇଁ ଫୋନ୍ରେ ଦିଆଯାଇଛି ଧମକ।
ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ…