CHARIDHAM
Browsing Tag

Breaking

ଖୋଲିବ ହୀରକୁଦ୍ ଗେଟ୍‌, ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦. ୧୦ ଫୁଟ୍ । ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ।…

ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ସୂଚନା ଦେଲେ ଆଇନମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଏଥର ଧାଡ଼ିରେ ହେବ ମହାପ୍ରଭୁଙ୍କ ଦର୍ଶନ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏହି ଧାଡ଼ି ଦର୍ଶନ। ଏନେଇ ସୂଚନା ଦେଲେ ଆଇମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଧାଡ଼ି ଦର୍ଶନ ପାଇଁ ମନ୍ଦିର…

ସାରା ରାତି ସ୍କୁଲ ଭିତରେ ଛାତ୍ରୀ, ବାହାର ପଟୁ ତାଲା ପକାଇଦେଲେ ସ୍କୁଲ କର୍ତ୍ତୁପକ୍ଷ

କେନ୍ଦୁଝର: ଛାତ୍ରୀଙ୍କୁ ତାଲା ପକାଇଦେଲେ କ୍ଲାସରେ ସ୍କୁଲ କର୍ତ୍ତୁପକ୍ଷ। ସାରାରାତି ଶ୍ରେଣୀ ଗୃହରେ ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ। ଝରକା ଦେଇ ବାହାରକୁ ଆସିବାକୁ ଛାତ୍ରୀ କରୁଥିଲେ ପ୍ରୟାସ। ଏହି ସମୟରେ…

ଲଗାଣ ବର୍ଷାରେ ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିପାରେ ଗେଟ୍‌

ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳସ୍ତର ୬୧୭.୩୩ ଫୁଟ୍ ରହିଛି। ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ଜଳସ୍ତର। ବୁର୍ଲାରେ ୬୭ ମିମି, ହୀରାକୁଦରେ ୬୫ ମିମି ବର୍ଷା ରେକର୍ଡ କରାଯାଇଛି।…

ପୁଣି ଶ୍ରୀମନ୍ଦିରେ ଉପରକୁ ଚଢ଼ିବାକୁ ଉଦ୍ୟମ, ଚଢ଼ିଲା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ

ପୁରୀ: ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ। ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ଭକ୍ତ। ଉପରକୁ ଭକ୍ତ ଚଢ଼ୁଥିବା ଦେଖି କାବୁ କଲେ ସୁରକ୍ଷାକର୍ମୀ। ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା…

ଛାତ୍ରୀଙ୍କ ହାତକୁ ଚୋଟ, ଯନ୍ତ୍ରଣାରେ ଛଟପଟ, ମୋବାଇଲ ଧରି ଦୁବୃର୍ତ୍ତ ଚମ୍ପଟ

ମାହାଙ୍ଗା: କଲେଜ ଛାତ୍ରୀଙ୍କ ହାତକୁ ହାଣିଦେଲେ ଦୁବୃର୍ତ୍ତ। କୁହୁଣ୍ଡା ଗାଁ ବିରୁପା ପୋଲ ନିକଟରେ ଛାତ୍ରୀଙ୍କୁ ହାଣିଦେଳେ ଦୁବୃର୍ତ୍ତ। ହାତ ଚୋଟ୍ ପକାଇ ମୋବାଇଲ ନେଇ ଚମ୍ପଟ ମାରିଲେ ଲୁଟେରା। ଜେଏନ୍ କଲେଜ ଛାତ୍ରୀ…

Vigilance Raid: ଯେତେ ଖୋଜୁଛି ସେତେ ବାହାରୁଛି, ଆହୁରି ବାହାରିବ… ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଘାଣ୍ଟୁଛି ଭିଜିଲାନ୍ସ

ଅନୁଗୁଳ: ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ।ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୨ କୋଠା, ୨ ଫ୍ଲାଟ୍‌, ୪ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ସୁନ୍ଦରଗଡ଼ରେ ୩ ମହଲା ଓ ରାଉରକେଲାରେ…

ଟୋକାକୁ ଆମକୁ ଦିଅ, ଥାନାକୁ ନିଅନି, ଫେରାର ପ୍ରେମୀଯୁଗଳଙ୍କୁ ନେଇ ଲଙ୍କା କାଣ୍ଡ… ହଟହଟା ପୋଲିସ

କଣ୍ଟାବାଞ୍ଜି: ଘରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଧରିଲା ପୋଲିସ। ହେଲେ ପ୍ରେମୀକକୁ ମାଡ଼ ମାରିବା ପାଇଁ ପୋଲିସ- ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ…

ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ; ବାପ, ସାବତ ମା’ ସହ ଭାଇକୁ ବାନ୍ଧିଲା ପୋଲିସ

ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣା ୩ ଜଣଙ୍କୁ ବାନ୍ଧିଲା ପୋଲିସ। ବାପା, ସାବତ ମା’, ସାନ ଭାଇକୁ ଗିରଫ କରିଛି ପୋଲିସ। ପ୍ରେସ ମିଟ୍‌ରେ ଜୋନ୍ ୪ ଏସପି ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି।…

ପରଲୋକରେ ପ୍ରସିଦ୍ଧ ଦହିବରା ମାଲିକ ରଘୁନାଥ ସାସମଲ, ଆଉ ମିଳିବନି ରଘୁ ଦହିବରା

କଟକ : କଟକର ପ୍ରସିଦ୍ଧ ଦହିବରା ମାଲିକଙ୍କ ପରଲୋକ। ୯୧ ବର୍ଷ ବୟସରଙ୍କ ରଘୁନାଥଙ୍କ ମୃତ୍ୟୁ ହୋଇଛି। ରଘୁ ଦହିବାର ନାଁରେ ବେଶ ପରିଚିତ ଥିଲେ ରଘୁନାଥ ସାସମଲ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ…