CHARIDHAM
Browsing Tag

Breaking

BREAKING: ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ବ୍ୟକ୍ତି, ଧରିଲା ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ କରୁଥିଲେ ଉଦ୍ୟମ। ବ୍ୟକ୍ତିଙ୍କୁ ଧରିଲା ଜେଟିପି। ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ବ୍ୟକ୍ତି ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି। ବ୍ୟକ୍ତିଙ୍କୁ…

BREAKING: “ସାବତ ମା’ ମତେ ମାରିଥିଲେ”, ମୃତ୍ୟୁ ପୂର୍ବରୁ ଯୁବକଙ୍କ ଶେଷ ବୟାନ

ବାଲିପାଟଣା: ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖି ବୁଜିିଲେ ଯୁବକ। କାଲି ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଯୁବକ। ଘଟଣା ସ୍ଥଳରେ ହିଁ ସମ୍ପୁର୍ଣ୍ଣ…

ବୁର୍ଲାରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାର ଛାତରୁ ଡେଇଁ ରୋଗୀଙ୍କ ଜୀବନ ହାରିବା ଉଦ୍ୟମ କରୁଥିଲେ। ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି ହେଲେ ରୋଗୀ। ଗତକାଲି ନିଜ ତଣ୍ଟି କାଟି ଜୀବନ ହାରିବା ପାଇଁ କରିଥିଲେ ଉଦ୍ୟମ।…

ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ!

ଭଦ୍ରକ: ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଅଘଟଣ । ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମୃତ ଛାତ୍ରୀ ଜଣଙ୍କ ଭଦ୍ରକ…

ବାପ-ଝିଅଙ୍କ ଉପରେ ମାଡ଼ିଗଲା ହାଇୱା, ସ୍କୁଲରୁ ଝିଅକୁ ନେଇ ଆସୁଥିବା ବେଳେ ଦୁର୍ଘଟଣା

ପାରାଦୀପ: ବାଇକ୍ ଉପରେ ମାଡ଼ିଗଲା ହାଇୱା। ଏକା ସାଙ୍ଗରେ ଚାଲିଗଲା ବାପ- ଝିଅଙ୍କ ଜୀବନ। କଟକ- ପାରାଦୀପ ରାସ୍ତା କୋଠିସାହି ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ରେ ଝିଅକୁ ସ୍କୁଲକୁ ନେଇ ଘରକୁ…

ବିଲରେ କାମ କରିବା ହେଲା କାଳ, ବଜ୍ରାଘାତରେ ଚାଲିଗଲା ଜୀବନ

ପୁରୀ: ପୁରୀ ଜିଲ୍ଲା କୋଣାର୍କରେ ବଜ୍ରାଘାତ ନେଲା ଜୀବନ। ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳି ପଡ଼ିଥିବା ସୂଚନା ମିଳିଛି। କନ୍ତିମାଳ ଗାଁର ଚାଷୀ ବିଲରେ କାମ କରୁଥିବା ସମୟରେ ହୋଇଥିଲା ବଜ୍ରାଘାତ।…

BREAKING: ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ, ୭ଟି ସ୍ଥାନରେ ରେଡ୍‌

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ ଅଫିସ। ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢ଼ାଉ। ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଛାନଭିନ୍‌। ସମ୍ବଲପୁର, ଭୁବନେଶ୍ୱର, ବହ୍ମପୁର…

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗଛରେ ଝୁଲୁଛି ସ୍ୱାମୀ, ଘରେ ପଡ଼ିଛି ସ୍ତ୍ରୀ ମୃତଦେହ

ଉମରକୋଟ: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ଅଘଟଣ। ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ। ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ରକ୍ତ…

ଆଉ ନାହାଁନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ନୂଆଦିଲ୍ଲୀ: ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ। ଆଜି ଅର୍ଥାତ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ…

BREAKING: ୧୭ରେ ଓଡ଼ିଶା ଆସିପାରନ୍ତି ମୋଦୀ, ମୁଖ୍ୟମନ୍ତ୍ରୀ କରିବେ ନିମନ୍ତ୍ରଣ

ଭୁବନେଶ୍ୱର: ୧୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୭ରେ ଓଡ଼ିଶା ଆସିବାକୁ ନରେନ୍ଦ୍ର ମୋଦୀଙ୍କୁ କରାଯିବ ନିମନ୍ତ୍ରଣ। ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିବେ…