fbpx
BSKY
BJD MC SKY
BJD YOUTH SKY
Browsing Tag

Delhi

ମାଗଣା ବିଜୁଳିକୁ ନେଇ ଦିଲ୍ଲୀରେ ଲାଗୁ ହେଲା ନୂଆ ନିୟମ: ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ବିଜୁଳି ସବସିଡି ମିଳିବ । ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ…

କେବଳ ଆଜି ପାଇଁ ଅଫର ଲାଗୁ: ଗୋଟିଏ ମଦ ବୋତଲ କିଣିଲେ ଆଉ ଗୋଟିଏ ଫ୍ରି’ରେ ପାଆନ୍ତୁ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଦିଲ୍ଲୀରେ ପୁରୁଣା ଏକ୍ସାଇଜ ପଲିସୀ ଲାଗୁ ହୋଇଯିବ । ନୂଆ ଆଜି ଅର୍ଥାତ ଅଗଷ୍ଟ ୩୧ ତାରିଖ ହେଉଛି ଏକ୍ସାଇଜ ପଲିସୀର ଅନ୍ତିମ ଦିବସ । ତେଣୁ ମଦ ଦୋକାନରେ ଗୋଟିଏ ବୋତଲ…

JNU ରେ ସ୍କଲରାସିପକୁ ନେଇ ହଙ୍ଗାମା, ଛାତ୍ରକୁ ପିଟିଲେ ସୁରକ୍ଷାକର୍ମୀ….

ଦିଲ୍ଲୀ ଜବାହାର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(JNU)ରେ ଛାତ୍ରଙ୍କ ସହ ମାରପିଟ୍ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍କଲାରସିପ ମାଗିବାକୁ ଯାଇଥିବା ଛାତ୍ରଙ୍କ ସହ ବିଶ୍ୱବିଦ୍ୟାଳୟ ଷ୍ଟାଫ୍ ଏବଂ ଗାର୍ଡ ମାରପିଟ୍…

ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍…

Service Charge ଆଦାୟ କରିପାରିବେ ରେଷ୍ଟୁରାଣ୍ଟ, କୋର୍ଟ ଲଗାଇଲେ CCPA ଙ୍କ ନିଷ୍ପତ୍ତି ଉପରେ ରୋକ୍

ନୂଆଦିଲ୍ଲୀ: ହୋଟେଲ ଏବଂ ରେଷ୍ଟୁରାଣ୍ଟ ଦ୍ୱାରା ଲଗାଯାଉଥିବା ସର୍ଭିସ୍ ଚାର୍ଜ(Service Charge) ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଦିଲ୍ଳୀ ହାଇକୋର୍ଟ ଏହି ରୋକ୍ କୁ ହଟାଇଛନ୍ତି । ସର୍ଭିସ ଚାର୍ଜ…

ଏଇଟା ଥାନା ନା ପରିବା ହାଟ: ପୋଲିସ ଏଠି ଚାପୁଡ଼ା ପରେ ଚାପୁଡ଼ା ଖାଉଛି, ସାଧାରଣ ଜନତାଙ୍କୁ ସୁରକ୍ଷା ଦେବ କିଏ

ନୂଆଦିଲ୍ଲୀ: ଦିଲ୍ଲୀର ଆଇନ ବ୍ୟବସ୍ଥା ପଦାରେ ପଡ଼ିଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଆନନ୍ଦ ବିହାର ଥାନାରେ ଘଟିଥିବା ବେଳେ କିଛି ଲୋକ ଜୋରଜବରଦସ୍ତ ଥାନାରେ ପଶି ପୋଲିସ କନଷ୍ଟେବଳଙ୍କୁ ମାଡ଼ ମାରିଛନ୍ତି…

ଦିଲ୍ଲୀରୁ ମିଳିଲା Monkeypoxର ପ୍ରଥମ ମାମଲା, ବଢ଼ିଲା ଦେଶର ମୋଟ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ମଙ୍କିପକ୍ସର ପ୍ରଥମ ମାମଲା ମିଳିଛି । ଏହି ରୋଗୀଙ୍କ ବିଦେଶୀ ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି । ଏହାପୂର୍ବରୁ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରୁ ମଙ୍କିପକ୍ସର ୩ଟି ମାମଲା…

(Video) ହଠାତ୍ ହୁତୁହୁତୁ ହୋଇ ଜଳିଗଲା ସ୍କୁଲ ବସ, ଯାତ୍ରା କରୁଥିଲେ ୨୧ ଜଣ ଛୋଟ ପିଲା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବାଇକ, କାର, ବସରେ ଅଚାନକ ନିଆଁ ଲାଗି ଯାଇଥାଏ । ଏପରିସ୍ଥଳେ ଯାତ୍ରୀମାନଙ୍କୁ କମ୍ ସମୟ ମଧ୍ୟରେ ଉଦ୍ଧାର କରିବା ସମ୍ଭବପର ହୋଇନଥାଏ । ତେବେ ଆଜି ଦ୍ୱିପ୍ରହର ସମୟରେ ଦିଲ୍ଲୀର ଏକ ପବ୍ଲିକ…

ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ଏକ କାନ୍ଥ: ଚାପି ହୋଇ ମରିଗଲେ ୫ ଜଣ, ବହୁ ଲୋକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ଗୋଦାମ ଘରର କାନ୍ଥ ଭୁଶୁଡ଼ି ବହୁଲୋକ ମୃତାହତ ହୋଇଛନ୍ତି । ଗୋଦାମର କାନ୍ଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଦିଲ୍ଲୀ ଫାୟାର ବ୍ରିଗେଡ ପକ୍ଷରୁ ସୂଚନା…

ମାଗଣା ରାଶନ ଯୋଜନାର ଅବଧି ୩ ମାସ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ରାଶନ କାର୍ଡ ହିତାଧିକାରୀଙ୍କ ଏକ ଖୁସି ଖବର । ୩ ମାସ ପାଇଁ ରାଶନ ଯୋଜନାର ଅବଧି ବୃଦ୍ଧି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଏଣିକି ଗରିବ ଲୋକମାନେ ଆସନ୍ତା…