fbpx
BJD
BJD SKY
BJD SKY
Browsing Tag

Delhi

କାଶୀ ବିଶ୍ୱନାଥ ଧାମରେ ଅଘଟଣ: ମାନ୍ଧାତେଶ୍ୱର ମନ୍ଦିରର ଭାଙ୍ଗିଲା ଚୂଡ଼ା

ନୂଆଦିଲ୍ଲୀ: ମାନ୍ଧାତେଶ୍ୱର ମହାଦେବ ମନ୍ଦିରରେ ଘଟିଯାଇଛି ଅଘଟଣ । କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ମାନ୍ଧାତେଶ୍ୱର ମହାଦେବ ମନ୍ଦିରର ଶିଖରରେ ଥିବା କଳସଟି ଭାଙ୍ଗି ଯାଇଛି । ଲଗାଣ ବର୍ଷାରେ ହେଉଥିବା…

ଏବେ ଜାମା ମସଜିଦରେ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ, ନମାଜ ପରେ ନାରାବାଜି

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଆଶାଳୀନ ମନ୍ତ୍ୟବ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ମୁସଲିମ ସମୁଦାୟର ଲୋକେ ନମାଜ ପାଠ ପରେ ବିରୋଧ ପ୍ରଦର୍ଶନ…

ପୁଣି ଥରେ ଗର୍ଜିବ ବୁଲଡୋଜର, ୧୮ ହଜାର ଘର-ଦୋକାନ ଉଚ୍ଛେଦ କରିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପୁଣି ଥରେ ଗର୍ଜି ଉଠିବ ବୁଲଡୋଜର। ଦିଲ୍ଲୀ ନଗର ନିଗମ ପୂର୍ବ ଦିଲ୍ଲୀର ପ୍ରାୟ ୧୮ ହଜାରରୁ ଅଧିକ ଦୋକାନ, ଘର ଏବଂ ନିର୍ମାଣ ଉଚ୍ଛେଦ ପାଇଁ ବୁଲଡୋରର ପ୍ରସ୍ତୁତି କରୁଛନ୍ତି। ତେଣୁ…

ନିଥାରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇଲେ CBI କୋର୍ଟ

ନୂଆଦିଲ୍ଲୀ: ନୋଏଡାର ବହୁଚର୍ଚ୍ଚତ ନିଥାରୀ କାଣ୍ଡର ଆଉ ଏକ ମାମଲାରେ ସିବିଆଇ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ସେପଟେ ଅନ୍ୟ ଅଭିଯୁକ୍ତ ମୋନିନ୍ଦର ସିଂହ ପନେ୍ଧରକୁ ଦେହ…

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର: ଭରପୂର ଦର୍ଶକଙ୍କ ସହ ଖେଳାଯିବ ଭାରତ-ଦ.ଆଫ୍ରିକା ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପରେ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜୁନ ୯ରେ ଦିଲ୍ଲୀର ଅରୁଣ ଜେଟଲୀ…

ସାବଧାନ ! ରାଜଧାନୀରେ କରୋନାର ଜଣେ ରୋଗୀ ଅନ୍ୟ ଦୁଇ ଜଣଙ୍କୁ କରୁଛି ସଂକ୍ରମିତ: IIT ରିପୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନାର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିଛି। ଏପରିକି ଚତୁର୍ଥ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଆଇଆଇଟି ମାଦ୍ରାସ ଦ୍ଵାରା କରାଯାଇଥିବା ଏକ ବିଶ୍ଳେଷଣ ଅନୁସାରେ…

ଦିଲ୍ଲୀରେ କରୋନା କଟକଣା କୋହଳ, ଫେବୃଆରୀ ୭ରୁ ଖୋଲିବ ସ୍କୁଲ-କଲେଜ୍, ହଟିବ ନାହିଁ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପ୍ରଭାବ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଡିଡିଏମଏ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦିଲ୍ଲୀରେ ଜିମ୍, ସ୍କୁଲ, କଲେଜ୍ ଏବଂ କୋଚିଂ…

‘ବିଟିଂ ରିଟ୍ରିଟ୍’ ସମାରୋହରେ ଆଜି ଝଲସି ଉଠିବ ଦିଲ୍ଲୀ ଆକାଶ, ଆକର୍ଷଣର କେନ୍ଦ୍ର ପାଲଟିବ ଡ୍ରୋନ ଶୋ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବିଜୟ ଚୌକରେ ଶନିବାର ଆୟୋଜିତ ହେବ ବିଟିଂ ରିଟ୍ରିଟ୍ ସମାରୋହ। ଏହି ଅବସରରେ ପ୍ରଥମ ଥର ଡ୍ରୋନ ଶୋରେ ଝଲସି ଉଠିବ ରାଜଧାନୀର ଆକାଶ। ଏକ ହଜାର ଡ୍ରୋନକୁ ନେଇ ସ୍ଵତନ୍ତ୍ର ଏବଂ…

ମାଲିକଙ୍କୁ ଝଟକା ! ୧୦ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ହେବ ରଦ୍ଦ, ଜାଣନ୍ତୁ କଣ ରହିଛି ନୂତନ ଆଦେଶ

ନୂଆଦିଲ୍ଲୀ : ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ପଞ୍ଜୀକରଣ ରଦ୍ଦ ହେବାକୁ ଯାଉଛି । ୨୦୨୨ ଜାନୁଆରୀ ୧ ପର୍ଯ୍ୟନ୍ତ ୧୦ ବର୍ଷ ପୂରଣ କରୁଥିବା ଡିଜେଲ୍ ଚାଳିତ ସମସ୍ତ ଯାନର ପଞ୍ଜୀକରଣ ରଦ୍ଦ କରାଯିବ । ଏମିତି ହେବାକୁ…

ଦିଲ୍ଲୀରେ ପରିବା ମଣ୍ଡିରେ ଭୁଶୁଡିଲା ଚାରି ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର ପରିବା ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ମୃତାହତର କୌଣସି ସୂଚନା ମିଳିନାହିଁ ।…