‘ହାର୍ଦ୍ଦିକଙ୍କ ସ୍ଥାନ ନେବା କଷ୍ଟ, କିନ୍ତୁ…’ ଗୁଜୁରାଟର ନେତୃତ୍ୱକୁ ନେଇ କୋଚ ଆଶିଷ ନେହରାଙ୍କ ବୟାନ
ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯିବା ଫ୍ରାଞ୍ଚାଇଜି ପାଇଁ ଏକ ବଡ଼ ଝଟକା । ହାର୍ଦ୍ଦିକଙ୍କ ନେତୃତ୍ୱରେ ପ୍ରଥମ ସିଜନରେ ହିଁ ଗୁଜୁରାଟ ଚମ୍ପିଆନ୍ ପାଲଟିଥିଲା ।…