ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି: କ୍ୟାଡରଭୁକ୍ତ ହେବେ ରାଜ୍ୟର ସମସ୍ତ ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକମାନେ କ୍ୟାଡରଭୁକ୍ତ ହେବେ । ସେଥିପାଇଁ ଅଧ୍ୟାପକଙ୍କର ଏକ ଗ୍ରେଡେସନ ଲିଷ୍ଟ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରସ୍ତୁତ…