Browsing Tag

@IMD @weather

ସାବଧାନ! ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ତ୍ରାହି ନାହିଁ: ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷା ଆଶଙ୍କା

ଓଡ଼ିଶା ଭାସ୍କର: ଓଡ଼ିଶାରେ ସକ୍ରିୟ ହୋଇଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି । ବିଶେଷ କରି ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ…

୩ ଘଣ୍ଟା ସତର୍କ ରୁହନ୍ତୁ! ବଜ୍ରପାତ ଓ ବର୍ଷା ସହ ବିପଦ ଆସୁଛି , ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୩ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

ଓଡିଶା ଭାସ୍କର: ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ଗତ କିଛି ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏନେଇ ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ…

Breaking News; ପୁଣି ତାଣ୍ଡବ କରିବ କାଳବୈଶାଖୀ, ୧୫ ଜିଲ୍ଲାକୁ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଦେଖାଦେବ କାଳବୈଶାଖୀର ପ୍ରଭାବ । ଏହା ବିଶେଷ କରି ରାଜ୍ୟର ପଶ୍ଚମ ଓ ଦକ୍ଷିଣ ପଟେ ହେବାର ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ସକାଳୁ ସକାଳୁ ତାତିଲାଣି ଓଡ଼ିଶା: ବାରିପଦାରେ ୩୭ ଡିଗ୍ରୀ ତାପମାତ୍ରା, ଜଳୁଛି ଭୁବନେଶ୍ୱର

ଭୁବନେଶ୍ୱର: ରାତି ପାହିଲେ ତତଲା କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଅସହ୍ୟ ଗରମରେ ରଜ୍ୟର ବିଭିନ୍ନ ସହର ଏବେ କଲବଲ ହେଉଛି । ସକାଳ ସାଢ଼େ ୮ଟା ସୁଦ୍ଧା ବାରିପଦା ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି…

ଏଥର ସ୍ୱଭାବିକ ଠାରୁ ହେବ ଅଧିକ ବର୍ଷା, ପ୍ରେସମିଟ୍‌ରେ ସୂଚନା ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର:ଏଥର ମୌସୁମୀରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ପ୍ରେସମିଟ୍‌ରେ ଏ ବିଷୟରେ ସୂଚନା ଦେଇଛନ୍ତି । ଜୁନ୍‌ରୁ…

ସାବଧାନ ରୁହ, ବଢୁଛି ତାତି… ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ…

ତାଣ୍ଡବ କରିବ HeatWave! ୪୦ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା, ସାରା ରାଜ୍ୟରେ ଉପରମୁହାଁ ତାତି

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ତାପମାତ୍ରା ପୁଣିଥରେ ଉପରମୁହାଁ ହୋଇଛି । ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆହୁରି ଭୟଙ୍କର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚି…

ଆଜି ବି ବର୍ଷାରେ ଭିଜିବ ସାରା ଓଡ଼ିଶା? ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ଦେଶର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ରବି ଫସଲ କଟା ଚାଲିଛି । କିନ୍ତୁ ଅନ୍ୟ ପକ୍ଷରେ ଅଦିନିଆ ବର୍ଷା କୃଷକଙ୍କ ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ବଢାଇ ଦେଇଛି । ଓଡ଼ିଶା ଏବଂ ବିହାର ସମେତ…

କୃଷକଙ୍କ ପାଇଁ ଖୁସି ଖବର! ଆସନ୍ତା ସୋମବାରରୁ ପ୍ରତି ଗାଁରେ ପହଞ୍ଚିବ ଏହି ସୁବିଧା

ନୂଆଦିଲ୍ଲୀ: ସମଗ୍ର ଦେଶର କୃଷକ ଭାଇମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମନାକୁ ଆସିଛି । ଆସନ୍ତା ସପ୍ତାହରୁ ଦେଶର ପ୍ରତିଟି ଗାଁରେ ଏକ ବଡ଼ ସୁବିଧା ଉପଲବ୍ଧ ହୋଇପାରିବ । ଯାହା ଚାଷୀକୂଳକୁ ଅନେକ ସମସ୍ୟାରୁ ସମାଧାନ କରିବ…

ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲେ ନୂଆ ନିର୍ଦ୍ଦେଶକ: ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଯୋଗ ଦେଇଛନ୍ତି ଜଣେ ନୂଆ ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସେ ଅହମ୍ମଦାବାଦ…