Browsing Tag

#India

ଆଜିଠାରୁ ଲାଗୁ ହେବ ଆମେରିକାର ଦ୍ୱିପାକ୍ଷିକ ଶୁଳ୍କ! ହ୍ୱାଇଟ୍ ହାଉସ୍ ପକ୍ଷରୁ ପ୍ରେସ୍ ରିଲିଜ ଜାରି

ନୂଆଦିଲ୍ଲୀ: ମଙ୍ଗଳବାର ହ୍ୱାଇଟ୍ ହାଉସ୍ କହିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏପ୍ରିଲ ୨ ରେ ଘୋଷଣା ହେବାକୁ ଥିବା ଶୁଳ୍କ ତୁରନ୍ତ କାର୍ଯ୍ୟକାରୀ ହେବ, ଯେତେବେଳେ ଅଟୋ ଶୁଳ୍କ ଏପ୍ରିଲ ୩ ରେ…

ମହମ୍ମଦ ସାମି କୋଟିପତି, ହେଲେ ତାଙ୍କ ବିବାହିତା ଭଉଣୀ ଦିନ ମଜୁରୀଆ

ଉତ୍ତରପ୍ରଦେଶ: ଭାଇ କୋଟିପତି। ହେଲେ ଭଉଣୀ ଦିନ ମଜୁରିଆ। ହଁ ଭାରତୀୟ କ୍ରିକେଟର ବା ବୋଲର ମହମ୍ମଦ ସାମୀ। ଯିଏକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଆଲିସାନ ବଙ୍ଗଳାରେ ରହୁଛନ୍ତି କୋଟି କୋଟି ଟଙ୍କାର ଗାଡ଼ି…

ଭାରତର ଲୋକେ ବୋହୁତ ଦୁଃଖୀ, ଭାରତରୁ ହଜିଯାଇଛି ସବୁ ଖୁସି

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ବିଶ୍ୱରେ ଖୁସି ତାଲିକା। କେଉଁ ଦେଶ କେତେ ଖୁସି ଅଛି। ଯେଉଁଥିରେ ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହାର ଅର୍ଥ ଭାରତୀୟ ଲୋକେ ଖୁସିରେ ନାହାନ୍ତି। ହେଲେ ଏହାର କାରଣ କ'ଣ? କାହିଁକି ଖୁସି…

ଚିନ୍ତାରେ ପାକିସ୍ତାନ, ଭାରତ ପାଇଁ ସହିଲା ୮୦୦ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ପାକିସ୍ତାନକୁ ବଡ଼ ଝଟକା। ଏକାଥରେ ହେଲା ୮୦୦ କୋଟିର କ୍ଷତି। ତାହା ପୁଣି ଭାରତ ପାଇଁ। ତେଣୁ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ବହୁ ଆଶା କରି କୋଟି କୋଟି ଟଙ୍କା ଲାଭ…

ବିଷାକ୍ତ ହୋଇଗଲାଣି ରାଜଧାନୀ, ବାୟୁ ପ୍ରଦୂଷଣରେ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: କୌଣସି ସ୍ଥାନ ହେଉ କିମ୍ୱା କୌଣସି କାମ ପାଇଁ ହେଉ, ଭଲରେ ହେଉ କିମ୍ୱା ଖରାପରେ ହେଉ, ସମସ୍ତେ ଚାହାନ୍ତି ସେମାନେ ଚର୍ଚ୍ଚାର ପରିସରଭୁକ୍ତ ହୁଅନ୍ତୁ। ଆଉ ଯେଉଁମାନେ ବିଶ୍ୱ ରେକର୍ଡ କରନ୍ତି ସେମାନଙ୍କ ସ୍ଥାନ…

ପ୍ରଥମେ Airtel ଆଉ ଏବେ Jio, ଭାରତରେ ଷ୍ଟାରଲିଙ୍କ ହାଇ-ସ୍ପିଡ୍ ସାଟେଲାଇଟ୍ ଇଣ୍ଟରନେଟ୍ !

ନୂଆଦିଲ୍ଲୀ: ପ୍ରଥମେ ଏୟାରଟେଲ୍ ଆଉ ଏବେ ଜିଓ। ଭାରତରେ ଷ୍ଟାରଲିଙ୍କ ହାଇ-ସ୍ପିଡ୍ ସାଟେଲାଇଟ୍ ଇଣ୍ଟରନେଟ୍ ଆଣିବା ପାଇଁ ଦୁଇ ବଡ଼ ବଡ଼ କମ୍ପାନୀଙ୍କ ସହଭାଗୀତା। ଗତକାଲି ଭାରତୀ ଏୟାରଟେଲ୍ ଏକ ଗୁରୁତ୍ୱପୂର୍ଣ୍ଣ…

ସେଦିନ ହାର ବେଳେ ସାନ୍ତ୍ୱନା ଦେଇଥିଲେ, ଏବେ ଖୁସିରେ କୁଣ୍ଢାଇ ପକାଇଲେ

ନୂଆଦିଲ୍ଲୀ: ଜଣେ ପ୍ରକୃତ ଜୀବନସାଥୀ, ଯିଏ ତୁମର ସବୁ ସୁଖରେ ଦୁଃଖରେ ସାତ୍ ଦେଉଥିବ। ଠିକ୍ ସେହିପରି ଏହି ଦୁଇଜଣଙ୍କ ଯୋଡି। ହାରିବା ବେଳେ ବି ସ୍ୱାମୀକୁ ସାନ୍ତ୍ୱନା ଦେବା ପାଇଁ ନିଜ କାନ୍ଧ ଦେଖେଇ ଦେଇଥିଲେ। ଆଉ…

ଚାମ୍ପିଅନ୍ସ ଟ୍ରଫି ଫାଇନାଲ: ଦିନିକିଆରେ ଲଗାତାର ୧୪ତମ ଟସ୍ ହାରିଲା ଭାରତ

ଦୁବାଇ: ରବିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଉଛି। ଏକ ଦିନିକିଆରେ ଜଣେ ଭାରତୀୟ ଦଳ ଲଗାତାର ୧୪ତମ ଟସ୍ ହାରିବାର ରେକର୍ଡ କରିଛି। ଏହି ଫର୍ମାଟରେ…

Breaking: ଟସ୍ ଜିତି ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡର ନିଷ୍ପତ୍ତି

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଦୁଇ କ୍ରିକେଟ ସୁପର ପାୱାର ଭାରତ-ନ୍ୟିଜିଲାଣ୍ଡ। ଆଉ କିଛି ସମୟର ଅପେକ୍ଷା। ଏହା ପୂର୍ବରୁ ପଡିସାରିଛି ଟସ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ମୋଦୀ ନେଇପାରନ୍ତି ବଡ଼ ଆକ୍ସନ, ଆମେରିକାରେ ଭାଙ୍ଗିଦେଲେ ହିନ୍ଦୁ ମନ୍ଦିର

ଆମେରିକା: ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା। କି ଜଣେ ଭାରତୀୟ ମହିଳାଙ୍କୁ ଆମେରିକାରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ ଦୁର୍ବୃତ୍ତ। ଗତବର୍ଷ ମଧ୍ୟ ଭାରତୀୟଙ୍କୁ ଆମେରିକାରେ ହତ୍ୟା କରାଯାଇଥିଲା। ଆଉ ଏବେ ପୁରା…