Browsing Tag

#India

ବର୍ଡର- ଗାଭାସ୍କର ଟ୍ରଫିକୁ ନେଇ ଅଷ୍ଟ୍ରେଲିଆ ଦଳର ଚେତାବନୀ, ପୈଟ କମିନ୍ସ ଠୁ ନାଥନ ଲିୟୋନ ଦେଲେ ଚାଞ୍ଚଲ୍ୟକର ବୟାନ

ଓଡିଶା ଭାସ୍କର: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଆସନ୍ତା ୨୨ ନଭେମ୍ବରରୁ ୩ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଖେଳାଯିବ । ଏହି ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଭିନ୍ନ ଭିନ୍ନ…

ବିଦେଶମନ୍ତ୍ରୀଙ୍କ କୁୱେତ ଯୁବରାଜଙ୍କ ସହ ଭେଟ, ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ଜୟଶଙ୍କର କଲେ ଆଲୋଚନା

ଓଡିଶା ଭାସ୍କର: ଭାରତର ବିଦେଶମନ୍ତ୍ରୀ ଏସ୍‌.ଜୟଶଙ୍କର କୁୱେତ ଯୁବରାଜ ଶେଖ୍‌-ସବା-ଅଲ-ଖାଲିଦ-ଅଲ-ସବାଙ୍କୁ ଭେଟିଛନ୍ତି । ରବିବାର ଦିନ ସେ ତାଙ୍କୁ ଭେଟି ଭାରତ-କୁୱେତ ମଧ୍ୟରେ ସେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।…

ଭାରତରେ ଲଞ୍ଚ ହେଲା ‘Redmi A3x’ ସ୍ମାର୍ଟଫୋନ: ଡୁଆଲ ରିୟର କ୍ୟାମେରା ସାଙ୍ଗକୁ ରହିଛି ଫିଙ୍ଗରପ୍ରିଣ୍ଟ ସେନ୍ସର ଫିଚର୍ସ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ଫୋନ୍ ସବ-ବ୍ରାଣ୍ଡ ରେଡମୀ ପକ୍ଷରୁ ଆସିଛି । ଏହି ଫୋନକୁ କମ୍ପାନୀ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ କରିଛି । ସେଥିରେ…

ଭାରତ ସମେତ ସାରା ବିଶ୍ୱରେ OpenAI ChatGPT ଡାଉନ୍: ବଡ଼ ସମସ୍ୟାର ସାମ୍ନା କଲେ ୟୁଜର୍ସ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଓପନଏଆଇ ଚାଟଜିପିଟି ଡାଉନ୍ ହୋଇଛି । ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ଓପନଏଆଇର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବୋଟ ଚାଟଜିପିଟି ଡାଉନ୍ ହୋଇଥିବା ଦେଖାଯାଇଥିଲା । ଭାରତ…

ବାଲୁକା କଳାରେ ‘ହର ଘର ତିରଙ୍ଗା’ର ବାର୍ତ୍ତା: ଏହି ଅଭିଯାନରେ ସାମିଲ ହେବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଶବାସୀଙ୍କୁ…

ଭୁବନେଶ୍ୱର: ସାରା ଭାରତରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ସାରିଛି । ସମସ୍ତ ଦେଶବାସୀ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପାଇଁ ଲଢେଇ କରି ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ ପାଇଁ…

ପ୍ୟାରିସ୍ ଅଲିମ୍ପିକ୍ସ: କାଂସ୍ୟ ପଦକ ମୁକାବିଲାରେ ସ୍ପେନକୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନ୍ କୁ ଭେଟିଛି । ସ୍ପେନ୍ ବିପକ୍ଷରେ ଭାରତ ଆଉ ଏକ ଗୋଲ୍ ଦେଇ ୨-୧ରେ ଆଗୁଆ ରହିଥିଲା । ଭାରତୀୟ ଅଧିନାୟକ…

ଦେଶରେ ରହିଛନ୍ତି ୧୫ କୋଟି ମାନସିକ ରୋଗୀ, ସରକାର ନେଉଛନ୍ତି ଲଗାତାର ପଦକ୍ଷେପ, ସମୁଦ୍ରକୁ ଶଙ୍ଖେ ଭଳି ଅଛି ମାତ୍ର ୪୭ ଡାକ୍ତରଖାନା

ଓଡିଶା ଭାସ୍କର: ଭାରତରେ ମାନସିକ ରୋଗର ସ୍ଥିତି ବେଶ୍ ଚିନ୍ତାଚନକ । ସରକାରୀ ରିପୋର୍ଟ ଅନୁସାରେ, ପ୍ରତି ୭ ଜଣଙ୍କ ମଧ୍ୟରେ ଜଣେ ଲୋକ କୌଣସି ନା କୌଣସି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର…

ଶେଖ ହସିନାଙ୍କ ପାଇଁ ହୋଇଥିଲା ଷଡଯନ୍ତ୍ର! ବିଦ୍ରୋହକୁ ଦମନ ପାଇଁ ରାଜି ନ ଥିଲା ବାଂଲାଦେଶ ସେନା, ଦେଶ ଛାଡିବା ପୂର୍ବରୁ ସବୁକିଛି…

. ଓଡିଶା ଭାସ୍କର: ବାଂଲାଦେଶରେ ଲମ୍ବା ସମୟଧରି ରାଜନୀତିରେ ସକ୍ରିୟ ରହି ସତ୍ତାର ଉପଭୋଗ କରୁଥିଲେ ଶେଖ ହସିନା । ମାତ୍ର ଅଚାନକ ଭାବରେ ସବୁକିଛି ଓଲଟପାଲଟ ହୋଇଗଲା । ସଂରକ୍ଷଣ ବିବାଦ ବିଦ୍ରୋହର ରୂପ ନେଲା । ଦେଶ ଛାଡି…

ସ୍ୱର୍ଣ୍ଣ ସ୍ୱପ୍ନ ହେଲା ଧୂଳିସାତ, ଘମାଘୋଟ ଲଢେଇରେ ବାଜି ମାରିନେଲା ଜର୍ମାନୀ, କାଂସ୍ୟ ପଦକ ପାଇଁ ସ୍ପେନ ସହ ଲଢିବ ଭାରତୀୟ ହକି ଦଳ

ଓଡିଶା ଭାସ୍କର:ପ୍ୟାରିସରେ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଧୂଳିସାତ ହୋଇଛି । ଭାରତ ୨-୩ ଗୋଲରେ ଜର୍ମାନୀଠୁ ପରାସ୍ତ ହୋଇଛି । ରୋମାଞ୍ଚକର ମୁକାବିଲାରେ ଟୋକିଓର ମଧୁର ପ୍ରତିଶୋଧ ନେଇଛି ଜର୍ମାନୀ ହକି ଦଳ । ଏହାସହ ୪୪ ବର୍ଷ…

ମାଳଦ୍ୱୀପ ପରେ ବାଂଲାଦେଶରେ ମଧ୍ୟ ଭାରତ ବିରୋଧରେ ‘ଷଡ଼ଯନ୍ତ୍ର’ କରିଛି ଚୀନ୍ ? 

ନୂଆଦିଲ୍ଲୀ: ବିଶ୍ୱ ଦେଖିଲା ବାଂଲାଦେଶର ବିକ୍ଷୋଭ। ସୋମବାର ବାଂଲାଦେଶ ପାଇଁ ଏଭଳି ଦିନ ଆସିବ, କେହି କଳ୍ପନା ବି କରିନଥିବେ। ରାଜରାସ୍ତା ହୋଇଥିଲା ଲୋକାରଣ୍ୟ, ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଏବଂ…