ପ୍ୟାରିସ ଅଲିମ୍ପିକ୍ସ, Day-1 ଶିଡ୍ୟୁଲ: ଶୁଟିଂରେ ପଦକ ଜିତି ବିଜୟ ଯାତ୍ରା ଆରମ୍ଭ କରିବ ଭାରତ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଆଜିଠାରୁ ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୨ ଜଣ ଆଥଲେଟ ୧୬ଟି କ୍ରୀଡ଼ାରେ ୬୯ଟି ମେଡାଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ ।…