ଭାରତରେ ଲଞ୍ଚ ହେଲା ଶସ୍ତା ୫ଜି ଫୋନ୍ ‘iQOO Z9 Lite’: କମ୍ ଦାମରେ ଦମଦାର ଫିଚର୍ସ, ଜୁଲାଇ ୨୦ରୁ ସେଲ୍ ଆରମ୍ଭ
ନୂଆଦିଲ୍ଲୀ: ଆଇକ୍ୟୁଓଓ ଭାରତରେ ସବୁଠାରୁ ଶସ୍ତା ୫ଟି ଫୋନ୍ ‘ଆଇକ୍ୟୁଓଓ ଜେଡ୯ ଲାଇଟ୍’ ଲଞ୍ଚ କରିଛି । ଏହାର ଦାମ୍ ବହୁତ କମ୍ ରହିଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୪୯୯…