Browsing Tag

#India

Namo Bharat: ଦିଲ୍ଲୀ ମେଟ୍ରୋ ଠାରୁ ଭିନ୍ନ ଅଟେ Rapid Tain, ଜାଣନ୍ତୁ ଏହାର ଟିକଟର ଦାମ ସହିତ ଏହାର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ : ଆମ ଦେଶର ଲୋକଙ୍କ ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟରେ ବର୍ତ୍ତମାନ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି । ଯାହାର ଶୁଭାରମ୍ଭ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା । ରାପିଡ ଟ୍ରେନକୁ…

ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମିଳିବ କ୍ଷତି ପୂରଣ : ସରକାରଙ୍କୁ ନିର୍ଦ୍ଦେଶ ଦେଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନେକ ସମୟରେ ନାଳ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା କରିବେ ବେଳେ ଲୋକଙ୍କ ମୃତ୍ୟୁ ହେଉଛି । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜନସ୍ୱାର୍ଥ…

Video: ରାପିଡ୍ ଟ୍ରେନର ଶୁଭାରମ୍ଭ, ଗାଜିଆବାଦ ଠାରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶକୁ ମିଳିଲା ଦେଶ ପ୍ରଥମ ରପିଡଏକ୍ସ ଟ୍ରେନ । ଗାଜିୟାଵାଦ ଠାରେ ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ କରିଡରର ଉଦଘାଟନ କରିଛନ୍ତି । ଏକ ଘଣ୍ଟାରେ ୮୨…

ସର୍ଭେରୁ ହେଲା ଖୁଲାସା : ୮୬% ଭାରତୀୟଙ୍କ ଚାପର ମୁକାବିଲା ପାଇଁ ସଙ୍ଗୀତ ଏକ ବିକଳ୍ପ

ଭୁବନେଶ୍ୱର : ଆଇଟିସିର ଫିଲ ଗୁଡ ୱିଥ୍ ଫିଆମା ମେଣ୍ଟାଲ ୱେଲବିଙ୍ଗ ସର୍ଭେ ପ୍ରକାଶ ପାଇଛି । ୩ ବର୍ଷ ପର୍ଯ୍ୟନ୍ତ ଏହାର ରିସର୍ଚ୍ଚ ଚାଲିଥିବା ବେଳେ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏହା ପ୍ରକାଶ ପାଇଛି । ତେବେ ଏହି…

ଭାରତ ସହିତ ସାରା ପୃଥିବୀ ପାଇଁ ମହାବିପଦ! ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତ ସମେତ ସାରା ଦୁନିଆର ଗୁପ୍ତଚର ସଂସ୍ଥା ପକ୍ଷରୁ ଆତଙ୍କରାଜକୁ ନେଇ ହାଇ ଆଲର୍ଟ ଜାରି ହୋଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟ ମହାଯୁଦ୍ଧକୁ ନେଇ ପୃଥିବୀରେ ଯେଉଁ ପ୍ରଭାବ ପଡ଼ିବ, ସେ ନେଇ ନଜର ରଖିଛି…

ଆସନ୍ତା ୨୯ରୁ ଭୁବନେଶ୍ୱର-ଗୌହାଟି ବିମାନ ସେବା : ଏହି ସମୟରେ ଦୈନିକ ହେବ ଚଳାଚଳ

ଭୁବନେଶ୍ୱର : ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ପାଇଁ ଚାରିଆଡେ ବିମାନ ସେବା ଯୋଗାଇ ଦିଆ ଯାଉଛି । ତେବେ ଆକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱରରୁ-ଗୌହାଟିକୁ ବିମାନ ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ…

ଆଜି ବିମାନ ବନ୍ଦର ବନ୍ଦ ! ଛଅ ଘଣ୍ଟା ପାଇଁ କୌଣସି ବିମାନ ଉଡ଼ାଣ କରିବ ନାହିଁ

ମୁମ୍ବାଇ : ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଜଣାଶୁଣା । ଏହି ବିମାନ ବନ୍ଦର ଆଜି ଅର୍ଥାତ ମଙ୍ଗଳବାର ଦିନ (ଅକ୍ଟୋବର ୧୭) ବନ୍ଦ ରହିବ ବୋଲି ସ୍ଥିର…

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟର ଧୁମ ଧଡକା, ଏହି ଖେଳଗୁଡିକକୁ ମଧ୍ୟ ମିଳିଲା ସ୍ଥାନ

ନୂଆଦିଲ୍ଲୀ : ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ଗତ ସପ୍ତାହରେ କ୍ରିକେଟକୁ ଖେଳର କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଲସ ଆଞ୍ଜେଲସ ଖେଳ ଆୟୋଜକଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ୧୨୦ ବର୍ଷ ପରେ ଚଳିତ ବର୍ଷ…

ଶୀଘ୍ର ଶେଷ ହୋଇଯାଉଛି କି ମୋବାଇଲ ଡାଟା ? ପ୍ରଯୋଗ କରନ୍ତୁ ଏହି ୪ଟି ଉପାୟ

ଓଡିଶା ଭାଷ୍କର : ପୂର୍ବରୁ ଲୋକମାନେ ଫୋନ କ'ଣ ହିଁ ଜାଣି ନଥିଲେ । କିନ୍ତୁ ଆଜିର ଦିନରେ ବୃଦ୍ଧ ବ୍ୟକ୍ତି ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି । ସ୍ମାର୍ଟଫୋନ…

ସୁରକ୍ଷିତ ରହିବ ଆପଣଙ୍କ ଡାଟା : ଲଞ୍ଚ ହେଲା ଦମଦାର ଫିଙ୍ଗରପ୍ରିଣ୍ଟ ପେନଡ୍ରାଇଭ

ନୂଆଦିଲ୍ଲୀ : ସାଧାରଣତଃ ଲୋକମାନେ ନିଜର ପର୍ସନାଲ ଡାଟାକୁ ନେଇ ଅଧିକ ଯତ୍ନଶୀଳ ହୋଇଥାନ୍ତି । ଅଫିସର କିଛି ଡାଟା ହେଉ କିମ୍ବା ନିଜର ବ୍ୟକ୍ତି ଗତ ଜୀବନ ସମ୍ବନ୍ଧୀୟ କିଛି ଡାଟା ହେଉ, ମଣିଷ ସବୁବେଳେ ତାହାକୁ ସ୍ୱତନ୍ତ୍ର…