ଏହି ଟିମ୍ ବିପକ୍ଷରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ଭାରତ, ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ୍
ଓଡିଶାଭାସ୍କର: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ୨୦୨୫ ଟି-୨୦ ଏସିଆ କପ୍ ରେ ଭଲ ପ୍ରଦର୍ଶନ କରୁଛି। ଦଳ ଏପର୍ଯ୍ୟନ୍ତ ଏହାର ଦୁଇଟି ମ୍ୟାଚ୍ ରେ ଜବରଦସ୍ତ ବିଜୟ ହାସଲ କରିଛି ଏବଂ…