ଜିଓର ଏହି ରିଚାର୍ଜରେ ମାଗଣା ମିଳୁଛି ଡାଟା, ଜାଣନ୍ତୁ ପ୍ଲାନର ପୁରା ତାଲିକା
ଓଡ଼ିଶା ଭାସ୍କର: ଜିଓ ପୋର୍ଟଫୋଲିଓରେ ଆପଣଙ୍କୁ ବହୁ ଲାଭଦାୟକ ପ୍ଲାନ୍ସର ଅପ୍ସନ ମିଳିଥାଏ । କମ୍ପାନୀ ବିଭିନ୍ନ ସମୟରେ ବହୁ ଶସ୍ତା ପ୍ଲାନ ଅଫର କରିଥାଏ । କିଛି ପ୍ଲାନ୍ସ ଆଡିସନାଲ ଡାଟା ସହ ଆସିଥାଏ । କମ୍ପାନୀ ୨୩୯…