ଆର୍ଚେରୀ ବିଶ୍ୱକପରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ: ଫାଇନାଲରେ ଜିତିଲେ ଜ୍ୟୋତି ଭେନ୍ନାମ
ନୂଆଦିଲ୍ଲୀ: ଚୀନର ସଂଘାଈ ଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପରେ ଭାରତ ଆଜି ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ଜ୍ୟୋତି ସୁରେଖା ଭେନ୍ନାମ ଫାଇନାଲରେ ମେକ୍ସିକୋର ଆଣ୍ଡ୍ରିଆ ବେସେରାଙ୍କୁ ପରାସ୍ତ କରିଛନ୍ତି ।…