କଙ୍ଗନା ରାଣାୱତଙ୍କ ଫିଲ୍ମ ଇମର୍ଜେନ୍ସିକୁ ମିଳିଲା ସେନ୍ସର ସାର୍ଟିଫିକେଟ; ଖୁବଶୀଘ୍ର ହେବ ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଇମର୍ଜେନ୍ସି ନିକଟରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)ରୁ ସାର୍ଟିଫିକେଟ୍ ପାଇବା ପରେ ଏକ ବଡ଼…