‘ମୁଁ ବିଷ୍ଣୋଇଙ୍କୁ କଲ୍ କରିବି କି…’, ସଲମାନଙ୍କ ସୁଟିଂ ସେଟରେ ସନ୍ଦିଗ୍ଧ ବ୍ୟକ୍ତି, କାବୁ କଲା ପୋଲିସ
ମୁମ୍ବାଇ: ବଲିଉଡ଼ ତାରକା ସଲମାନ ଖାନଙ୍କୁ କ୍ରମାଗତ ମିଳୁଥିବା ମୃତ୍ୟୁ ଧମକ ମଧ୍ୟରେ ତାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ମୁମ୍ବାଇରେ ସଲମାନ ଖାନଙ୍କ ସୁଟିଂ ସେଟରେ ଜଣେ ଅଜ୍ଞାତ…