fbpx
Browsing Tag

#pakistan

ସୁଲତାନ ଜୋହର କପ: ପାକିସ୍ତାନକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଚାଲିଥିବା ବେଳେ ନିକଟରେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ପରାସ୍ତ କରିଥିଲା । ତେବେ ଏହା ମଧ୍ୟରେ ହକିରେ ବି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେଇଛି ।…

(Video) ହେ ଆଲ୍ଲା! ଭାରତକୁ ଜିତାଇ ଦିଅ… ବିଶ୍ୱକପରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱକପରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ସେମି ଫାଇନାଲରେ ଏଣ୍ଟ୍ରି ମାରିବା ପାଇଁ ସମସ୍ତ ଟିମ୍ ସଂଘର୍ଷ ଜାରି ରଖିଛନ୍ତି । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଏହି ମ୍ୟାଚରେ ଦମଦାର…

ବିଶ୍ୱକପରେ ୩ୟ ବଡ଼ ବିପର୍ଯ୍ୟୟ: ଦମ୍ ଦେଖାଇଲା ଆଫଗାନିସ୍ତାନ, ଇଂଲଣ୍ଡ ପରେ ପାକିସ୍ତାନକୁ ପରାସ୍ତ କଲା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଚଳିତ ଦିନିକିଆ ବିଶ୍ୱକପରେ ୩ୟ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆଜି ପାକିସ୍ତାନ ବିପକ୍ଷରେ ୮ ୱିକେଟରେ ବିଜୟ ହାସଲ କରି କରି ଆଫଗାନିସ୍ତାନ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି । ଏହା…

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦକୁ ଗୁଳିକରି ହତ୍ୟା

ନୂଆଦିଲ୍ଳୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରାଯାଇଛି । ଲସ୍କର-ଏ-ଜବାରର ପ୍ରତିଷ୍ଠାତା ଦାଉଦ ମଲିକକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିବା ଏକ ପାକିସ୍ତାନୀ ମିଡ଼ିଆ ପକ୍ଷରୁ…

ଭାରତ-ଇସ୍ରାଏଲ ବିରୋଧରେ ବିଷ ଓଗାଳୁଛନ୍ତି ନୱାଜ ସରିଫଙ୍କ ଜ୍ୱାଇଁ, କହିଲେ ‘ଗଜୱା-ଏ-ହିନ୍ଦ ଏବଂ ଜିହାଦ ପାଇଁ ପ୍ରସ୍ତୁତ ରୁହ…

ଓଡ଼ିଶା ଭାସ୍କର: ପାକିସ୍ତାନ ମୁସଲିମ୍ ଲିଗ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଖୋଲାଖୋଲି ଭାବେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷ ଓଗାଳିଛନ୍ତି ଏବଂ ମୁସଲମାନମାନଙ୍କୁ…

ଟିମ୍ ଇଣ୍ଡିଆ ନଂ-୧: ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ୮-୦ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପର ୧୨ତମ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଅନେକ ରେକର୍ଡ ସ୍ଥାପନ କରିଛି । ବିଶ୍ୱକପରେ ଭାରତ ପୂର୍ବରୁ ୭ ଥର ଜିତିଥିବା…

ଅକ୍ଟୋବର ୨୧ରେ ପାକିସ୍ତାନରେ ପହଞ୍ଚିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ: ୪ ବର୍ଷର ଆତ୍ମନିର୍ବାସନ ସରିଲା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଆସନ୍ତା ୨୧ ତାରିଖରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ବ୍ରିଟେନରେ ୪ ବର୍ଷର ଆତ୍ମନିର୍ବାଚନ ସମାପ୍ତ ହେବା ପରେ ଏକ ଚାର୍ଟର୍ଡ ପ୍ଲେନ ମାଧ୍ୟମରେ…

ପାକିସ୍ତାନ ବିପକ୍ଷରେ ଖେଳିବେ ଶୁବମନ! ଆଜି ଚେନ୍ନାଇରୁ ଅହମଦାବାଦ ଯାତ୍ରା କରିବେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଜାରି ରହିଛି । ଗୋଟିଏ ପଟେ ଚଳିତ ବିଶ୍ୱକପରେ ଭାରତ ତା’ର ପଦାର୍ପଣ ଖେଳିବାକୁ ଯାଉଥିବା ବେଳେ ଅନ୍ୟପଟେ…

୪୮ ଘଣ୍ଟା ଭିତରେ ଏକ ବିରାଟ ଭୂକମ୍ପର ସାମନା କରିବ ଦେଶ! ତୁର୍କୀ ଭଳି ହେବି ପରିସ୍ଥିତି?

ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟ ଭିତରେ ଏକ ବଡ଼ ଭୂକମ୍ପ ହେବା ନେଇ ଅନୁମାନ କରାଯାଉଛି । ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରୁଥିବା ନେଦରଲାଣ୍ଡର ସୋଲାର ସିଷ୍ଟମ ଜିଓମେଟ୍ରି ସର୍ଭେ(SSGIOS) ଏ ନେଇ ଏକ ସୂଚନା ଦେଇଛି ।…

ପାକିସ୍ତାନ ଟିମ୍ ପାଇଁ ଖୁସି ଖବର: ବିଶ୍ୱକପ୍ ପାଇଁ ଭିସା ଦେଲା ଭାରତ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଖେଳିବା ଉପରୁ ଦ୍ୱନ୍ଦ୍ୱ ହଟିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼…