fbpx
Browsing Tag

#pakistan

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ…

ଆତଙ୍କବାଦୀଙ୍କୁ ମସଜିଦ ମନା: ଜାଣନ୍ତୁ ପାକିସ୍ତାନର ଏପରି ନିଷ୍ପତ୍ତି ନେବା ପଛର କାରଣ

ଇସଲାମାବାଦ: ପାକିସ୍ତାନରେ ଆତଙ୍କବାଦୀମାନେ ଆଉ ମସଜିଦରେ ନମାଜ ପଢ଼ି ପାରିବେ ନାହିଁ। ଆତଙ୍କବାଦୀଙ୍କୁ ଘରେ ହିଁ ସଲାତୁଲ-ଫଜ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ…

ଦୋହଲୁଛି ପାକିସ୍ତାନ ରାଜନୀତି: ବିପଦରେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ପଦବୀ, ସୁପ୍ରିମକୋର୍ଟ ଉପରେ ସଭିଙ୍କ ନଜର

ପାକିସ୍ତାନ: ଦାୟିତ୍ୱ ତୁଲାଇବାରେ ନିରପେକ୍ଷତା ବଜାୟ ରଖିବାରେ ବିଫଳତା ପାଇଁ ପାକିସ୍ତାନ ରାଷ୍ର୍ରପତି ଆରିଫ ଅଲଭିଙ୍କୁ ପଦବୀରୁ ହଟାଇବାକୁ ଅନୁରୋଧ କରି ପାକିସ୍ତାନର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।…

ନିଜ ଦେଶ ଛାଡି ବିଦେଶ ଗଲେଣି ୧କୋଟି ପାକିସ୍ତାନୀ ନାଗରିକ: ଅଗ୍ରଗତିରେ ବିଫଳତାକୁ ନେଇ ଏପରି କହିଲେ ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ

ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ କମ ହେବାକୁ ଲାଗିଛି ଜନସଂଖ୍ୟା । ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ଜନସଂଖ୍ୟା ୨୩ କୋଟି ରହିଥିବା ବେଳେ ପ୍ରାୟ୧ କୋଟି ଲୋକ ଅନ୍ୟଦେଶକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି। ଗତ କିଛି…

(Video) ପାକିସ୍ତାନରେ ଚାଞ୍ଚଲ୍ୟ: କରାଚୀର ୟୁକେ ଭିସା ଅଫିସ ଟିଭିରେ ଅଚାନକ ଚାଲିଲା ‘ଆଡଲ୍ଟ ଭିଡିଓ’

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । କରାଚୀଠାରେ ଥିବା ୟୁକେର ଭିସା ଅଫିସରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସେଠାରେ ସାଧାରଣ ଲୋକଙ୍କ ପାଇଁ ଲଗାଯାଇଥିବା ଟିଭି ପରଦାରେ ଅଚାନକ ପର୍ଣ୍ଣ ଭିଡିଓ…

ଭାରତର ନାମ ଶୁଣି ଖୁସିରେ ଆତ୍ମହରା ହେଲେ ପାକିସ୍ତାନୀ ନାଗରିକ: କହିଲେ ଏହି କଥା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ଥାନ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଲୋକଙ୍କୁ ଛାଡି ଅନ୍ୟ ଦେଶକୁ ପଳାଇବାକୁ ବାଧ୍ୟ ହୋଇଥିଲେ । ତେବେ କିଛିଦିନ ତଳେ ଗୁରୁଗ୍ରାମର ଜଣେ ବ୍ୟକ୍ତି ପାକିସ୍ତାନରେ ପହଞ୍ଚିଥିଲେ…

ପାକିସ୍ତାନ କେମିତି ସେମିରେ ପହଞ୍ଚିବ: ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ସାରା ବିଶ୍ୱର ନଜର, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲକୁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇ ସାରିଥିବା ବେଳେ କେବଳ ଚତୁର୍ଥ ଟିମ୍ ଉପରେ ସଭିଙ୍କ ନଜର । ଚଳିତ…

ଟଙ୍କା ଅଭାବରୁ ପାକିସ୍ତାନରେ ପାସପୋର୍ଟ ତିଆରି ବନ୍ଦ: ଯାତ୍ରୀ ହନ୍ତସନ୍ତ

ଇସଲାମାବାଦ: ପାକିସ୍ତାନରେ ମହଙ୍ଗାମାଡ଼ ଦ୍ୱାରା ପ୍ରଭାବିତ ହେଉଛନ୍ତି ଜନସାଧାରଣ । ତେବେ ଏପରି ସ୍ଥିତିରେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ଲାମିନେସନ୍ ପେପରର ଅଭାବ ଯୋଗୁ ପାକିସ୍ତାନୀ ନାଗରିକମାନେ ନୂଆ ପାସପୋର୍ଟ…

କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ ସରକାର

ଇସଲାମାବାଦ: କରାଚିର ଲ୍ୟାଣ୍ଡି ଅଞ୍ଚଳରେ ଥିବା ମାଲିର ଜିଲ୍ଲା ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଗୁଜୁରାଟ ରାଜ୍ୟରୁ ଥିବା…

World Cup-2023 ସେମି ଫାଇନାଲରେ ସୁଯୋଗ ପାଇବ କି ପାକିସ୍ତାନ? କାଳ ସାଜିଲା ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚିସାରିଛି । ସେମି ଫାଇନାଲ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୩ଟି ସ୍ଥାନ ପକ୍କା କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଦଳ ପାଇଁ…