fbpx
Browsing Tag

#pakistan

ପୁଣି ଥରେ ପଛରେ ପଡ଼ିଲା ପାକିସ୍ତାନ: WTC ପଏଣ୍ଟସ୍ ଟେବୁଲରେ ଟିମ୍ ଇଣ୍ଡିଆ ଟପରେ, ପାକିସ୍ତାନ ପଞ୍ଚମ ସ୍ଥାନରେ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ମ୍ୟାଚ ସର୍ବଦା ରୋମାଞ୍ଚଭରା ହୋଇଥାଏ । ବିବାଦ କାରଣରୁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ୱଚିତ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥାଏ ।…

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର ଆତଙ୍କବାଦୀ ଆଜମ ଚୀମାର ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର-ଏ-ତୋଏବା (ଏଲଇଟି)ର ସିନିୟର କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ପଞ୍ଜାବର ଫୈସଲାବାଦରେ ୭୯…

ପାକିସ୍ତାନରେ ବଦଳିଲା ୭୮ ବର୍ଷର ଇତିହାସ: ପ୍ରଥମ ଥର ପାଇଁ ଜଣେ ଅଣମୁସଲିମ ହେବେ ଉପବାଚସ୍ପତି

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନରେ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ନୂଆ ସରକାର ଗଠନଇ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ଏହା ମଧ୍ୟରେ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶରେ…

ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କଲା ପାକିସ୍ତାନ; ବିନା କାରଣରେ BSF ପୋଷ୍ଟ୍ ଉପରକୁ ଚଳାଇଲା ଗୁଳି

ଜମ୍ମୁ: ଅନ୍ତର୍ଜାତୀୟ ସୀମାରେ ଥିବା ବିଏସ୍ ଏଫ୍ ପୋଷ୍ଟ୍ ଉପରକୁ ବିନା କାରଣରେ ଗୁଳି ଚଳାଇଲା ପାକିସ୍ତାନ ରେଞ୍ଜର୍ସ । ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି…

ଓଡ଼ିଶା ହାଇକୋର୍ଟ ପକ୍ଷରୁ ସୂଚନା: DEO ପଦର ପ୍ରିମିଲିନାରୀ ପରୀକ୍ଷା ତାରିଖ ଘୋଷଣା, ୨୬୯ ପ୍ରାର୍ଥୀଙ୍କ ଆବେଦନ ପତ୍ର ରିଜେକ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭…

ଉଭୟ କେନ୍ଦ୍ର-ରାଜ୍ୟରେ ସରକାର ଗଠନ କରିବୁ; ଇମ୍ରାନ୍ ଖାନ୍‌ଙ୍କ ଦଳ

ଲାହୋର: ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ମୁଖ୍ୟ ଦଳ ଭାବେ ଉଭା ହୋଇଛି ଇମ୍ରାନ୍ ଖାନ୍‌ଙ୍କ ଦଳ 'ପାକିସ୍ତାନ ତେହରିକ-ଇ-ଇନସାଫ'। ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବ ବୋଲି ଦାବି କରିଛି। ଗୁରୁବାର ବିଳମ୍ବିତ…

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍୍ ଭାବେ ଉଭା ହୋଇଛି । କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଆତଙ୍କବାଦୀଙ୍କ ବିଭିନ୍ନ ସଂଗଠନ ସକ୍ରିୟ ରହିବା ସହ ସେମାନେ ସରକାରୀ…

ପାକିସ୍ତାନରେ ନିର୍ବାଚନ ପୂର୍ବରୁ ହିଂସା; ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ: କରାଚିରେ ଥିବା ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ଏକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଦକ୍ଷିଣ କରାଚିର ଏସଏସପି ସାଜିଦ ସଦୋଜାଇଙ୍କ କହିବା ଅନୁଯାୟୀ ଏହି ଘଟଣାରେ କେହି…

ଦୁଇ ପାକିସ୍ତାନୀ ନାଗରିକଙ୍କୁ ହତ୍ୟା ଅଭିଯୋଗର ଜବାବ ଦେଲା ଭାରତ

ନୂଆଦିଲୀ: ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ହତ୍ୟା କରିଥିବା ପାକିସ୍ତାନର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପାକିସ୍ତାନର ବୈଦେଶିକ ସଚିବଙ୍କ ବୟାନ କୁ ନେଇ ଆମେ କିଛି…

ପାକିସ୍ତାନର ରାମ ମନ୍ଦିର ବିରୋଧୀ ଷଡ଼ଯନ୍ତ୍ର ପର୍ଦ୍ଦାଫାସ: ସୋସିଆଲ ମିଡ଼ିଆରେ ଖରାପ କଣ୍ଟେଣ୍ଟର ପ୍ରଚାର କରାଯାଉଛି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ…