fbpx
Browsing Tag

#pakistan

ଏୟାରଷ୍ଟ୍ରାଇକର ଜବାବ ଦେଲା ପାକିସ୍ତାନ: ଇରାନର ଆତଙ୍କବାଦୀଙ୍କ ଆଡ୍ଡା ଉପରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଇରାନର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଚୁପ୍ ବସିନାହିଁ । ଇରାନର କିଛି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ନେଇ ପାକିସ୍ତାନୀ ମିଡ଼ିଆରେ ଖବର ପ୍ରକାଶ ପାଇଛି । ତେବେ କେବେ ଓ କେଉଁ…

ପାକିସ୍ତାନରେ ପିଆଜ ଦର ବୃଦ୍ଧିରେ କାହିଁକି ଆସିଲା ଭାରତର ନାଁ ?

ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛି ସପ୍ତାହ ମଧ୍ୟରେ ପିଆଜ ଦର ଯଥେଷ୍ଟ ବୃଦ୍ଧି ପାଇଛି । ଦରଦାମ ବୃଦ୍ଦି ଲାଗି ପାକିସ୍ତାନୀଙ୍କ ପାଇଁ ପିଆଜ କିଣିବା କଷ୍ଟକର ହୋଇପଡ଼ିଛି ।  ପିଆଜ ଦର ବୃଦ୍ଧିର କାରଣ ହେଉଛି ଯୋଗାଣରେ…

୧୨୫ ବର୍ଷ ହେଲାଣି ପାକିସ୍ତାନରେ ବନ୍ଦୀ ହୋଇ ରହିଛି ଏହି ବରଗଛ, ହେଲେ କାହିଁକି? କାରଣ ଜାଣନ୍ତୁ

ଇସଲାମବାଦ: ବିଭିନ୍ନ ଦେଶରେ ବିଭିନ୍ନ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଏହି ଅଜବ ଘଟଣା ବିଷୟରେ ଜାଣିବାକୁ ଖୁବ ମଜା ଲାଗିଥାଏ। ବିଶେଷକରି ସମସ୍ତେ ହଜାର ହଜାର ବର୍ଷ ତଳର ଘଟଣାକୁ ଜାଣିବା ପାଇଁ ବେଶୀ ଇଚ୍ଛା ପ୍ରକାଶ…

ପାକିସ୍ତାନରେ ରହିଛି ଏପରି ସ୍ଥାନ, ଥରେ ଗଲେ ଲାଖିଯିବ ମନ….

ଓଡ଼ିଶା ଭାସ୍କର: ସାଧାରଣତଃ ପାକିସ୍ତାନରେ ହିଂସା, ଆତଙ୍କବାଦୀ ଏବଂ ରାଜନୈତିକ ଅସ୍ଥିରତାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । କିନ୍ତୁ ପାକିସ୍ତାନରେ ଏପରି କିଛି ପର୍ଯ୍ୟଟନ ସ୍ଥଳି ରହିଛି ଯାହାକୁ ପରିଦର୍ଶନ କରିବା…

ମାର୍କେଟରେ ଭେଣ୍ଡି କିଲୋ ୪୬୦ ଟଙ୍କା, ଟମାଟୋ ୧୪୦ ଟଙ୍କା…. ଆକାଶଛୁଆଁ ଦାମରେ ବିକ୍ରି ହେଉଛି ପରିବା

ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ କଲବଲ କରୁଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ କି ପେଟ୍ରୋଲ-ଡିଜେଲ ଦର ବା ପନିପରିବା । ସବୁଠି ଲୋକମାନେ ଦରବୃଦ୍ଧି ମାଡ଼ରେ ଚାପି ହୋଇ ଯାଉଛନ୍ତି । ଯାହା ଫଳରେ…

ପାକିସ୍ତାନ ଠାରୁ PoK ଆଣିବା କେତେ ସହଜ? କେବଳ ବୟାନବାଜୀରେ ଏହା ସଫଳ ହେବନି, ଏଥିପାଇଁ ଆବଶ୍ୟକ ଆଇନ, କୂଟନୀତି, ତଥ୍ୟ, ପ୍ରମାଣ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ସୀମା, ଆତଙ୍କବାଦ ବିବାଦ ଲାଗି ରହିଛି । ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ…

(Video) ପାକିସ୍ତାନକୁ କାଶ୍ମୀରରେ ଆକ୍ରମଣ କରିବାକୁ ଉସୁକାଇ ଲଦାକରେ ପଶିବାକୁ ଚେଷ୍ଟା କରୁଛି ଚୀନ୍‌

ଓଡ଼ିଶା ଭାସ୍କର: ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଗଲେ । ଯବାନଙ୍କ ଗାଡ଼ିକୁ ଘେରି କୁଳି ବର୍ଷା କଲେ ଆତଙ୍କବାଦୀ । ଏବେ ମଧ୍ୟ ୩୦ରୁ ଅଧିକ ଆତଙ୍କବାଦୀ ପୁଞ୍ଚଛରେ ଲୁଚିକରି ରହିଛନ୍ତି । ଆଉ ଏହା ପଛରେ ଏକ…

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ…

ଆତଙ୍କବାଦୀଙ୍କୁ ମସଜିଦ ମନା: ଜାଣନ୍ତୁ ପାକିସ୍ତାନର ଏପରି ନିଷ୍ପତ୍ତି ନେବା ପଛର କାରଣ

ଇସଲାମାବାଦ: ପାକିସ୍ତାନରେ ଆତଙ୍କବାଦୀମାନେ ଆଉ ମସଜିଦରେ ନମାଜ ପଢ଼ି ପାରିବେ ନାହିଁ। ଆତଙ୍କବାଦୀଙ୍କୁ ଘରେ ହିଁ ସଲାତୁଲ-ଫଜ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ…

ଦୋହଲୁଛି ପାକିସ୍ତାନ ରାଜନୀତି: ବିପଦରେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ପଦବୀ, ସୁପ୍ରିମକୋର୍ଟ ଉପରେ ସଭିଙ୍କ ନଜର

ପାକିସ୍ତାନ: ଦାୟିତ୍ୱ ତୁଲାଇବାରେ ନିରପେକ୍ଷତା ବଜାୟ ରଖିବାରେ ବିଫଳତା ପାଇଁ ପାକିସ୍ତାନ ରାଷ୍ର୍ରପତି ଆରିଫ ଅଲଭିଙ୍କୁ ପଦବୀରୁ ହଟାଇବାକୁ ଅନୁରୋଧ କରି ପାକିସ୍ତାନର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।…